Latest Odisha News

BREAKING NEWS

ବିଏସପି ନେତାଙ୍କୁ ହତ୍ୟା, ୬ ଜଣ ଘେରି ନେଲେ ଜୀବନ

ଚେନ୍ନାଇ: ବିଏସପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୃର୍ବୁତ୍ତ। ଏକାସାଙ୍ଗରେ ୬ ଜଣ ଘେରି କରି କରିଥିଲେ ଦଳବଦ୍ଧ ଆକ୍ରମଣ। ତାମିଲନାଡ଼ୁ ବିଏସ୍‌ପିର ପ୍ରଦେଶ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି। ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେବା ପରେ ଡାକ୍ତରଖାନାରେ…

ହାଥରସରେ ୧୨୧ ଜଣଙ୍କ ମୃତ୍ୟୁ କାହିଁକି ଓ କେମିତି ହେଲା? ଏସଆଇଟି ରିପୋର୍ଟରୁ ବଡ ଖୁଲାସା

ଲକ୍ଷ୍ନୈା: ହାଥରସର ଏକ ସତସଙ୍ଗରେ ଘଟିଥିବା ଦଳଚକଟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କୁ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର ଗିରଫ କରିଛି। ହାଥରସ୍ ଦଙ୍ଗା ମାମଲାରେ ୟୁପି ପୁଲିସ ୬ ଜଣଙ୍କୁ ଗିରଫ କରିବାର ଦିନକ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏମାନେ ସମସ୍ତେ ସତସଙ୍ଗ…

୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ, ୨୫ରେ ଉପସ୍ଥାପିତ ହେବ ବଜେଟ୍‌

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି। ତେବେ ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ୨୫ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଧାନସଭା ଅଧିବେଶନ…

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର: କାଲିଠୁ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି। ସେହିଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୭ରେ ମହାପ୍ରଭୁଙ୍କ ରଥ ଯାତ୍ରାରେ…

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର

ରାୟଗଡା: ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର ବିଚିତ୍ରାନନ୍ଦ ନାୟକ । ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, କୌଣସି ଏକ ମାମଲା ପାଇଁ ଏକଲକ୍ଷ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଇ ରାୟଗଡା ଜିଲ୍ଲାରେ ଆୟୋଜିତ…

ସେଲ୍ଫି ନେବା ହେଲା କାଳ, ଜଳ ଭଣ୍ଡାରରେ ବୁଡି ଜଣଙ୍କର ମୃତ୍ୟୁ

ଅନୁଗୁଳ - ସେଲ୍ଫି ନେବା ହେଲା କାଳ । ଜଳ ଭଣ୍ଡାର ଭିତରେ ପଶି ଡଙ୍ଗାରେ ଫଟୋ ଉଠାଉଥିବା ବେଳେ ହଠାତ୍ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ୪ ଜଣ ଯୁବକ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେଠାରେ…

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ…

ବିହାରରେ ବ୍ରିଜ ଭୁଶୁଡ଼ିବା ଘଟଣା; ୧୬ ଜଣ ଯନ୍ତ୍ରୀ ନିଲମ୍ବିତ

ପାଟଣା: ବିହାରରେ ଗତ ୧୭ ଦିନରେ ଭୁଶୁଡ଼ିପଡ଼ିଲାଣି ୧୨ଟି ବ୍ରିଜ୍। ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଳ ସମ୍ପଦ ବିଭାଗର ୧୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟରେ ସମସ୍ତ ପୁରୁଣା ପୋଲ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରି ଜରୁରୀ ଭିତ୍ତିରେ…

କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର, ସ୍ପଷ୍ଟୀକରଣ ରଖିଲା କ୍ରୀଡା ବିଭାଗ

ଯାଜପୁର: ଯାଜପୁର କୁସୁମାରେ କଟେଜ୍‌ କେଳେଙ୍କାରୀ ଅଭିଯୋଗ ଘଟଣା । ପ୍ରେସମିଟ୍‌ କରି ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ ଏନେଇ ସ୍ପଷ୍ଟିକରଣ ଦେଇଥିଲେ ଯେ ଏହା କ୍ରୀଡା ବିଭାଗର ବ୍ୟୟ ବରାଦରେ ନିର୍ମାଣ କରାଯାଇଛି । କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର । ସିଏସଆରରେ ୮…

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ପ୍ରାଧିକରଣର ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଓଡିଶାର ସମସ୍ତ ନଅଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ (ସିଡିଏ), ବ୍ରହ୍ମପୁର…