Latest Odisha News

BREAKING NEWS

ପୁଣେ ପୋର୍ସେ କାର ଦୁର୍ଘଟଣା; ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିଲେ ନାବାଳକ

ପୁଣେ: ପୁଣେ ପୋର୍ସେ କାର ଦୁର୍ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ର ଜାମିନ ସର୍ତ୍ତକୁ ପାଳନ କରି ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକ ଜଣକ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ଦାଖଲ କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜୁଭେନାଇଲ…

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି…

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗରେ ଏତଲା ଦାୟର କରାଯାଇଛି। ସ୍ବତନ୍ତ୍ର କମିଟି ଗଢ଼ି ଏହାର…

ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା…

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଶୁକ୍ରବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୫ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ…

ମିଳିଲା ନିଖୋଜ ନବଜାତ ଶିଶୁ, ମିଳୁନି ମା’ ର ପତ୍ତା

ପାରାଦୀପ: ନବଜାତ ପୁତ୍ରସନ୍ତାନକୁ ବିକ୍ରି ଅଭିଯୋଗ ଘଟଣା।ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଉଦ୍ଧାର ପରେ ଶିଶୁଟିକୁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି। ସେପଟେ ଘଟଣା ପ୍ରଘଟ ପର ଠାରୁ ନବଜାତର ମାଆ ଗାଏବ…

୧୩୦୦ ବର୍ଷ ପରେ ଗାଏବ ହେଲା ମ୍ୟାଜିକ୍ ଖଣ୍ଡା, ପଢ଼ନ୍ତୁ ରୋଚକ କାହାଣୀ

ପ୍ୟାରିସ: ୧୩୦୦ ବର୍ଷ ଧରି ଏକ ପଥର ଚଟାଣରେ ଆବଦ୍ଧ ହୋଇଥିଲା ଖଣ୍ଡା। ଯାହା ଅଚାନକ ଅଦୃଶ୍ୟ ହୋଇଯାଇଛି। ଏହା କୌଣସି ସାଧାରଣ ଖଣ୍ଡା ନଥିଲା ବରଂ ଏହା ଏକ ମ୍ୟାଜିକ ଖଣ୍ଡା ଥିଲା। କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଜଣେ ଦୂତ ଏହି ଖଣ୍ଡାକୁ ରୋମ ସମ୍ରାଟଙ୍କୁ ଦେଇଥିଲେ। ଆଜି ଏହା ଫରାସୀ…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଢିଲା ରାଜନୀତି

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ତାରିଖ ସହ ମୋଡାଲିଟି ନେଇ କାଲି ନୂଆ କମିଟି ଘୋଷଣା କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ…

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା 

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌…

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…