Latest Odisha News

BREAKING NEWS

ହାଥରସ ଦୁର୍ଘଟଣା: ଭୋଲେ ବାବାଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ପୁରସ୍କାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ । ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ୭୨ ଘଣ୍ଟା ପରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ୬ଜଣ ବ୍ୟକ୍ତି ଉକ୍ତ ସତସଙ୍ଗର ଆୟୋଜକ ବୋଲି…

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନ ନେତା ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି ଯେ ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ ସଂଗଠକ ସହିତ…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭଳି ସହାୟତା ବଢ଼ାଇବାକୁ ପିଏମ୍‌ଙ୍କୁ ଆନ୍ଧ୍ର ସିଏମ୍‌ଙ୍କ ନିବେଦନ

ନୂଆଦିଲ୍ଲୀ: ଗୁରୁବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ନାଇଡୁ ବିଭିନ୍ନ ପ୍ରକଳ୍ପ ତଥା ରାଜଧାନୀ ଅମରାବତୀକୁ ବ୍ୟାପକ ଆର୍ଥିକ ସହାୟତା ପାଇଁ…

ଖୁସି ଖବର: ସରକାରୀ କର୍ମଚାରୀଙ୍କର ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଗାନ୍ଧୀନଗର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସପ୍ତମ ବେତନ ଆୟୋଗ…

ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ, ଆହତ ମେଡିକାଲରେ ଭର୍ତ୍ତି

ସୁନ୍ଦରଗଡ଼: ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୦ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ…

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କୋଣାର୍କ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ। କାକଟପୁରର ପୂର୍ବତନ ବିଜେଡି ବିଧାୟକ ଥିଲେ ସୁରେନ୍ଦ୍ରନାଥ ନାୟକ । ୯୩ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁରରୁ…

ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ, କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ

କୋରାପୁଟ: ଅଳ୍ପକେ ବର୍ତ୍ତିଲେ ବିଏସ୍‌ଏଫ୍ ଯବାନ। ଜଙ୍ଗଲରୁ ଠାବ କଲେ ୨ଟି ଲ୍ୟାଣ୍ଡମାଇନ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଦମଗୁଡା ଜଙ୍ଗଲରୁ ୨ଟି ଲ୍ୟାଣ୍ଡମାଇନ ଠାବ ହୋଇଛି। ଏହି ଲ୍ୟାଣ୍ଡମାଇନ ଠାବ କରିଛି ଅନକାଡେଲି ସ୍ଥିତ ୬୫ବାଟାଲିଆନ ବିଏସଏଫ। ଘଞ୍ଚ ଜଙ୍ଗଲରେ…

ଜୁଲାଇ ୩୦ ସୁଦ୍ଧା ବଣ୍ଟାହେବ ସ୍କୁଲ ୟୁନିଫର୍ମ, ଆସନ୍ତା ବର୍ଷରୁ ପରିବର୍ତ୍ତନ ହେବ ଛାତ୍ରୀଙ୍କ ପୋଷାକ ପରିପାଟୀ

ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷରୁ ବଦଳିବ ସ୍କୁଲ ୟୁନିଫର୍ମ। ପରିପାଟୀଠୁ ଆରମ୍ଭ କରି ରଙ୍ଗର ହେବ ପରିବର୍ତ୍ତନ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପୋଷାକରେ ହେବ ପରିବର୍ତ୍ତନ। ଚଳିତ ଶିକ୍ଷାବର୍ଷରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

ଓ୍ୱାଙ୍ଖଡେରେ ଏକାଠି ବିଶ୍ୱକପ୍ ଉଠାଇଲେ ରୋହିତ-ବିରାଟ, କମ୍ପିଲା ମୁମ୍ବାଇ

ମୁମ୍ବାଇ: ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି। ଦୁହେଁ ଟି-୨୦ରୁ ଅବସର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ସେମାନଙ୍କ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ। ଉଭୟଙ୍କର କିଛି ସଫଳତା ସେମାନଙ୍କୁ ପ୍ରାୟ ଅମର କରିଦେଇଛି ଏବଂ ଯେପର୍ଯ୍ୟନ୍ତ…

ବିଶ୍ୱରେ ପ୍ରଥମ! କାମଚାପ ସହିନପାରି ରବୋର୍ଟ କଲା ଆତ୍ମହତ୍ୟା

ସିଓଲ: ମଣିଷ କାମ କରି ଥକି ଗଲାପରେ ପୁଣିଥରେ ସତେଜ ହୋଇ କାମ କରିବାରୁ ସର୍ବନିମ୍ନ ଆଠ ଘଣ୍ଟାର ବିରତି ଆବଶ୍ୟକ। କାମର ଭିଡ ଭିତରେ ଏହି ବ୍ୟବଧାନକୁ କମାଇବା ପାଇଁ ମେସିନ ବା ଆଜିର ଯୁଗର ରବୋର୍ଟ ଉପରେ ସାରା ବିଶ୍ୱ କାମ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଦକ୍ଷିଣ କୋରିଆରୁ ରବୋର୍ଟକୁ ନେଇ…