Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଚାଲିଛି ମକଡ୍ରିଲ୍

ପୁରୀ: ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକଡ୍ରିଲ୍ କରାଯାଇଛି। ପ୍ରଥମେ ପୁରୀ ଟାଉନ ଥାନା ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସହ ମକଡ୍ରିଲ କରାଯାଇଛି।…

ଜିଏ ବିଭାଗକୁ ଫେରିଲେ ସିଏମଓରେ କାର୍ଯ୍ୟରତ ୪ ଅଫିସର

ଭୁବନେଶ୍ଵର: ଜିଏ ବିଭାଗକୁ ଫେରିଲେ ସିଏମଓରେ କାର୍ଯ୍ୟରତ ୪ ଅଫିସର । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଏମଓରେ କାର୍ଯ୍ୟରତ ଥିଲେ ଏହି ୪ ଜଣ । ଏହି ୪ ଜଣ ହେଉଛନ୍ତି ଲାଲା ମନୋଜ କୁମାର ରାୟ, ରବୀନ୍ଦ୍ର କୁମାର ସେଠୀ, ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ବାଇଁ । ୨୦୨୪…

ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ସବଇନ୍ସପେକ୍ଟର

ପାରାଦୀପ: ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ସବଇନ୍ସପେକ୍ଟର । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ । ସୂଚନା…

ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ଆକ୍ରମଣା କଲା ହିଜବୁଲ୍ଲା

ବେରୁତ: ଇସ୍ରାଏଲ ଓ ହମାସ ଯୁଦ୍ଧ ଥମୁ ନ ଥିବା ବେଳେ ଏବେ ହିଜବୁଲ୍ଲାର ଏଂଟ୍ରି ହୋଇଛି । ଲେବାନନର ଏହି ସଂଗଠନ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ମିସାଇଲ ମାଡ କରିଥିବା ଦାବୀ କରିଛି । ଇସ୍ରାଏଲ ଉପରେ ହିଜବୁଲ୍ଲାର ଏହା ସବୁଠାରୁ ବଡ ଆକ୍ରମଣ ଭାବେ ବିବେଚନା କରାଯାଉଛି । ନିକଟରେ ଇସ୍ରାଏଲ…

ପୂର୍ବତଟ ରେଳପଥର ରଥଯାତ୍ରା ପ୍ରସ୍ତୁତି, ୧୫ ଲକ୍ଷ ଭକ୍ତଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭୁବନେଶ୍ଵର: ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି । ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତୀତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ…

କମାଲ କରୁଛି କଳକୀ-୨୮୯୮ ଏଡି; ୭ମ ଦିନରେ ୭୦୦ କୋଟି ଟଙ୍କା ଆୟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି । ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ଏଡି । ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଥିବା ବେ‌ଳେ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ତେବେ ରିଲିଜର ୭ମ ଦିନରେ ମୋଟ…

ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି। ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ…

ଜୁଲାଇ ୮ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୮ ତାରିଖ ଯାଏଁ ଓଡିଶାର ଅନେକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜୁଲାଇ ୪ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ବରଗଡ,…

ଗରିବୀରୁ ମୁକ୍ତି ପାଉଛି ଦେଶ, ୨୧ ରୁ ଖସି ୮.୫ ପ୍ରତିଶତରେ ପହଞ୍ଚିଛି ଦାରିଦ୍ର୍ୟତା

ନୂଆଦିଲ୍ଲୀ: ଗରିବୀ ନାମକ ରାକ୍ଷାସ କବଳରୁ ମୁକ୍ତି ପାଉଛି ଦେଶ । ବିଗତ କିଛି ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ୨୦୧୧-୧୨ରେ ଯାହାର ହାର ୨୧ ପ୍ରତିଶତ ଥିଲା ଏବେ ୨୦୨୨-୨୪ ଗଣନାରେ ୮.୫ ପ୍ରତିଶତରେ ପହଞ୍ଚିଛି । ତେବେ ଭାରତୀୟ ମାନବ ବିକାଶ…

ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ, ୫୧ହଜାର ଟଙ୍କା ଜବତ

ପୁରୀ: ଭିଜିଲାନ୍ସ ଜାଲରେ ଏଆରଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଆରଆଇ ଅଫିସର ଏଆରଆଇ ଶ୍ରୀ ପବିତ୍ର କୁମାର କାଣ୍ଡି। ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୂଚନା…