Latest Odisha News

BREAKING NEWS

ସରୁନି ଦାଦନ ଦୁଃଖ, ପୁଣି ଏକ ଦାଦନ ଶ୍ରମିକର ମୃତ୍ୟୁ

ସୋନପୁର: ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛି ପୁଣି ଜଣେ ଦାଦନ ଶ୍ରମିକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ମୃତ୍ୟୁ ହୋଇଛି । କିନ୍ତୁ ଦୁଃଖର କଥା ଏଇଟା ଯେ…

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି…

ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଖେଳାଳି। ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ଆଜି…

ଚୋରି କରି ଚିଠି ଲେଖିଲା ଚୋର, ପ୍ରତିଶ୍ରୁତି ବି ଦେଲା…..

ଚେନ୍ନାଇ: ଏବେ ଦେଶ ତଥା ରାଜ୍ୟରେ ଲୁଟରାଜ୍ ଓ ଚୋରଙ୍କ ଉତ୍ପାତ ଜାରି ରହିଛି । ପ୍ରତିଦିନ ଲକ୍ଷେ ଲକ୍ଷେ ଟଙ୍କାର ସୁନା ଅଳଙ୍କାର, ଧନ ସମ୍ପତ୍ତି, ବାଇକ୍, ଫୋନ୍ ଇତ୍ୟାଦି ଚୋରି ହେଉଥିବାର ଅଭିଯୋଗ ଥାନାରେ ରୁଜ୍ଜୁ ହେଉଛି । ଯାହାର ସନ୍ଧାନ ପରେ ପୋଲିସ୍ ହାତରେ କିଛି ଧରାପଡିଥିବା ବେଳେ…

ଦୀର୍ଘ ଦିନ ପରେ ପରିବାର ସଦସ୍ୟଙ୍କୁ ଭେଟିଲେ ଚାମ୍ପିୟନ ଭାରତୀୟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇବା ପରେ ଭାରତୀୟ କ୍ରିକେଟପ୍ରେମୀ ଓ ଖେଳାଳିଙ୍କ ପାଇଁ ଏକ ନୂଆ ପର୍ବ ଆସିଛି କହିଲେ ଭୁଲ ହେବନି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ପ୍ରଶଂସକମାନେ ସେମାନଙ୍କ ଏକ ଝଲକ ଦେଖିବା ପାଇଁ ବ୍ୟଗ୍ର ହୋଇ ପଡିଥିଲେ ।…

ବନ୍ଦ ହେଲା ଶଙ୍କରଙ୍କ ଅପରିଚିତର ହିନ୍ଦୀ ରିମେକ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ବହୂ ପ୍ରତିକ୍ଷୀତ ଅପରିଚିର ହିନ୍ଦୀ ରିମେକକୁ ବନ୍ଦ କରି ଦିଆଯାଇଛି । ରଣବୀର ସିଂ ଅଭିନୀତ ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ଜୋର ଧରିଥିଲା । ଶଙ୍କର ରୋବୋଟ, ଇଣ୍ଡିଆନ ଓ ନାୟକ ପରି ସୁପରହିଟ ଫିଲ୍ମ କରି…

ବିରୋଧୀଙ୍କ ନାରାବାଜି ଉପରେ ରୋକ, କଡା ନିୟମ ଆଣିଲେ ବାଚସ୍ପତି

ନୂଆଦିଲ୍ଲୀ: ଏଣିକି ସଂସଦରେ ଶୁଭିବନି ବିରୋଧୀଙ୍କ ନାରାବାଜି । ବାଚସ୍ପତି ଓମ୍ ବିର୍ଲା ଲାଗୁ କଲେ କଡା ନିୟମ । କିଛି ସାଂସଦ ଲୋକସଭା ସଦସ୍ୟ ଭାବରେ ଶପଥ ସମୟରେ ଦେଇଥିବା ସ୍ଲୋଗାନକୁ ନେଇ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଏନେଇ ବାଚସ୍ପତି ଓମ ବିର୍ଲା ଏକ ନୂତନ ଧାରା…

ଏଣିକି ଓଡିଆରେ ଚାଲିବ ଓଡିଶା ପ୍ରଶାସନ କାର୍ଯ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ଏଥିପାଇଁ ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଲୋକସେବା ଭବନ ସ୍ଥାୟୀ କାର୍ଯ୍ୟାଳୟ, ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଭିନ୍ନ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର, ୨ ଗୁରୁତର

ନୟାଗଡ଼: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର। ନୟାଗଡ଼ ଜିଲ୍ଲା ଭାପୁର ତହସିଲ ମୁଖ୍ୟ କିରାଣିଙ୍କ କ୍ବାର୍ଟର୍ସରେ ଅଗ୍ନିକାଣ୍ଡ। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇ ସିଲିଣ୍ଡର ବିସ୍ଫୋରଣ ଘଟିଥିବା…