Latest Odisha News

BREAKING NEWS

କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ

ଭୁବନେଶ୍ବର: କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ କଲେ ଯୁବ କଳାକାର। ଆଇସକ୍ରିମ କାଠିରେ ତିଆରି ହୋଇଛି ସୁନ୍ଦର କଳାକୃତି। ଏହି କଳାକାର ଜଣକ ହେଉଛନ୍ତି ବିଶ୍ଵଜିତ ନାୟକ। ଯିଏକି ବି-ଟେକ ତୃତୀୟ ବର୍ଷ ଇଲୋକ୍ଟ୍ରୋନିକସ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢୁଛନ୍ତି। ସେ ନୂଆ…

କୁସୁମା ପାର୍କ ଭିତରେ ବଙ୍ଗଳା କାହାର, ତଦନ୍ତ ନିର୍ଦ୍ଦେଶ

ଯାଜପୁର: କୁସୁମା ପାର୍କ ଭିତରେ ଥିବା ଆଲିସାନ ବଙ୍ଗଳା କାହାର? କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ଏହାକୁ ନିର୍ମାଣ କରିଛି ତାହା ଯଥା ଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାମର…

ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ କଲେ ଫ୍ରାଂଚାଇଜର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ଏଥର ଆୟୋଜିତ ହେବ । ଆଗାମୀ ୩ଟି ସିଜନ ପାଇଁ ଫ୍ରାଂଚାଇଜରୀ ଖେଳାଳିଙ୍କୁ ଟିମରେ ନେବେ । ଇତି ମଧ୍ୟରେ ଅଧିକାଂଶ ଫ୍ରାଂଚାଇଜର ଖେଳାଳି ରିଟେନଶନ ସଂଖ୍ୟା ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି । ୫ରୁ୭ ଖେଳାଳିଙ୍କୁ ସେମାନେ ଦଳରେ ରଖିବା ପାଇଁ…

ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମାଲକାନଗିରି ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢୀଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୂଚନାନୁସାରେ, ସେ କିଡନୀ…

କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ

ଭୁବନେଶ୍ଵର: କଫ ସିରପ ବୋତଲ ଗିଳି ହନ୍ତସନ୍ତ ନାଗ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାର୍ଯ୍ୟରେ ସାପ ପାଟିରୁ ବୋତଲ ଟିକୁ ବାହାର କାରାଯାଇଛି । ନାଗଟି ବର୍ତ୍ତମାନ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି…

ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ହେମନ୍ତ ସୋରେନ

ରାଞ୍ଚି: ହେମନ୍ତ ସୋରେନ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ମେଣ୍ଟ ଦଳର ନେତା ଭାବରେ ଚୟନ ହୋଇଛନ୍ତି।  ତେବେ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ସରକାରୀ ଘୋଷଣା ଖୁବ ଶୀଘ୍ର ହୋଇପାର‌େ।…

ସଂସଦରେ ରାହୁଲ ବନାମ ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂପର୍କିତ ଆଲୋଚନା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ଜୋରଦାର ଆକ୍ରମଣ କରିଥିଲେ । ଗୃହରେ ବିରୋଧୀ ଦଳ ନେତା ହେଲା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଗୃହରେ…

ଘୂର୍ଣ୍ଣିବଳୟ ପ୍ରଭାବରେ ୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଏଇ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ…

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ବର: ବିଜୁ ଜନତା ଦଳରେ କିଏ ବିଭୀଷଣ? କିଏ ଦଳକୁ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ? ବିଜେଡି କର୍ପୋରେଟର ଅମରେଶ ଜେନାଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଉ ଉଠୁଛି ପଡୁଛି ରାଜଧାନୀ ରାଜନୀତି। ପୂର୍ବରୁ ବିଏମସିର କିଛି ବିଜେଡି କର୍ପୋରେଟର ଦଳବଦଳ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।…

କାହିଁକି ହାରିଲା ବିଜେଡି ? କହିଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: କାହିଁକି ହାରିଲା ବିଜେଡି ? ନିର୍ବାଚନରେ ବିଜେଡିର ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ବାର-କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ । ନବୀନ ପଟ୍ଟନାୟକ ପାଞ୍ଚ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସ୍ବାଭାବିକ ଭାବେ ଶାସନ ବିରୋଧୀ ହାଓ୍ବା ବିଜେଡି ବିରୋଧରେ…