Latest Odisha News

୪୫ ଦିନରେ ୫ଥର କାମୁଡିଲାଣି ସାପ, ତଥାପି ଜୀବିତ ବ୍ୟକ୍ତି…

ଫତେହପୁର: ୪୫ ଦିନରେ ୫ଥର କାମୁଡିଲାଣି ସାପ। ଏଭଳି ଜଣ‌େ ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର ଫତେହପୁରରେ ରହୁଥିବା ବିକାଶ ଦୁବେ। ତାଙ୍କ ସହ କ’ଣ ପାଇଁ ଏଭଳି ଘଟୁଛି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସ୍ଥିତି ଏଭଳି ହ‌ୋଇଥିଲା ଯେ, ସାପ କାମୁଡାରୁ ରକ୍ଷା ପାଇବା ପାଇଁ…

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର । ମାଷ୍ଟର କ୍ୟାଣ୍ଟିନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା । ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର…

ଦୁର୍ଘଟଣାରେ ଟ୍ରାଫିକ ପୋଲିସଙ୍କ ମୃତ୍ୟୁ ଘଟଣା; ଧରାପଡିଲା ଟ୍ରକ୍ ଡ୍ରାଇଭର

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଫ୍ଲାଏ ଓଭର ନିକଟ NH-16 ରେ ଜଣ‌େ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳଙ୍କୁ ଗାଡି ଧକ୍କା ଦେବା ଘଟଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପ‌ୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଜଣକ କଟକ ଜିଲ୍ଲାର ଗହିରାଗଡିଆର ପ୍ରଶାନ୍ତ କୁମାର ନାୟକ ବୋଲି…

କ୍ୟାନସର ଆକ୍ରାନ୍ତ ଗାଏକ୍ୱାଡଙ୍କୁ ଆର୍ଥୀକ ସହଯୋଗ ଯୋଗାଇଦେବା ପାଇଁ ବିସିସିଆଇକୁ ଅନୁରୋଧ କଲେ ସନ୍ଦୀପ ପାଟିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନ ଅଂଶୁମାନ ଗାଏକ୍ୱାଡ ଏବେ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସନ୍ଦୀପ ପାଟିଲ ବିସିସିଆଇକୁ ଅନୁରୋଧ କରିଛନ୍ତି । ଗାଏକ୍ୱାଡ ଏବେ ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପାଟିଲ ସେଠାରେ…

୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ବସୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ: ମୋଦୀ

ନୂଆଦିଲ୍ଲୀ: ସଂସଦ ଅଧିବେଶନର ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ କରିବା ସହ ଅଭିଭାଷଣ ଦେଇ ପ୍ରଥମରୁ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ଗୃହରେ ମୋଦୀ ଅଭିଭାଷଣରେ କହିଛନ୍ତି ଯେ, ୨୦୧୪ ପୂର୍ବରୁ କିଛି ହୋଇପାରିବନି ବୋଲି…

ଜିମ୍ବାୱେ ବିପକ୍ଷ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେନି ସାମସନ, ଦୁବେ ଓ ଯଶସ୍ୱୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଯାଇଛି । ୬ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ଏହି ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଛି । ପ୍ରଥମ ୨ଟି…

ନକଲି ସାର୍ଟିଫିକେଟରେ ଚାକିରି କରିବା ଘଟଣା; ୨ ଶିକ୍ଷକ ଜେଲରେ

ବରଗଡ: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ହଇଚଇ। ସରକାରୀ ବିଦ୍ୟାଳୟରେ ଚାକିରି ପାଇବା ପାଇଁ ନକଲି ପ୍ରମାଣପତ୍ର ଦାଖଲ ଅଭିଯୋଗରେ ବରଗଡର ଦୁଇଜଣ ଶିକ୍ଷକ ଏବ‌େ ଜେଲରେ। ସୂଚନାନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ନକଲି…

ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’

ନୂଆଦିଲ୍ଲୀ: ସୋମବାର ରାହୁଲଙ୍କ ବୟାନକୁ କାଉଣ୍ଟର କରି ଆଜି କିଛି ଏମିତି ଢଙ୍ଗରେ କହିଛନ୍ତି ମୋଦି, ଯେଉଁଥିରେ ସାପ ମରିଯାଇଛି ହେଲେ ବାଡି ଭାଙ୍ଗିନି । ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ସଂସଦରେ ନିଜର ଅଭିଭାଷଣରେ ଜୋର ଦାର କାଉଣ୍ଟର କରିଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀ…

‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ…

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…