ମେଧା ପାଟକରଙ୍କୁ ୫ ମାସର ଜେଲ ଦଣ୍ଡାଦେଶ
ନୂଆଦିଲ୍ଲୀ: ତତ୍କାଳୀନ କେବିଆଇସି (ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ) ଅଧ୍ୟକ୍ଷ ଭି.କେ ସକ୍ସେନା ଦାଖଲ କରିଥିବା ମାନହାନି ମାମଲାରେ ନର୍ମଦା ବଚାଓ ଆନ୍ଦୋଳନ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କୁ ୫ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀର ସାକତେ କୋର୍ଟ।
ତେବେ ୨୩ ବର୍ଷ ପୂର୍ବେ…