ଯୁଦ୍ଧକୁ ବନ୍ଦ କରିଦେଲେ କିନ୍ତୁ ପେପର ଲିକକୁ ଅଟକାଇ ପାରିଲେ ନାହିଁ ମୋଦୀ: ରାହୁଲ
ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୋଦୀ ଇସ୍ରାଏଲ-ଗାଜା ଏବଂ ରୁଷିଆ-ୟୁକ୍ରେନ…