Latest Odisha News

BREAKING NEWS

ନିଟ୍‌ ଏବଂ ୟୁଜିସି-ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗ, ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ

ନୂଆଦିଲ୍ଲୀ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କଲା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI । ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUIର ବିକ୍ଷୋଭ ପ୍ରଦର୍ଶନ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଉଠାଇ ନେଲା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ର…

୧୮ ଘଣ୍ଟା ପରେ ବି ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଛାତ୍ର ଜଣଙ୍କର ପତ୍ତା ମିଳିପାରିନାହିଁ। ନିଖୋଜ ଛାତ୍ର ଜଣକ ହେଉଛନ୍ତି କେ. ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଏସଆରସି ନିର୍ଦ୍ଦେଶ କ୍ରମେ…

ବଢିପାରେ ଖରା ଛୁଟି!, କିଛି ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ…..

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମୌସୁମୀ କାରଣରୁ କିଛି କିଛି ସ୍ଥାନରେ ବର୍ଷା ଟିକେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ବୁକୁ ଫାଟୁଛି । ଏହାକୁ ଦୃଷ୍ଟିରେ ରଖି ଓଷ୍ଟା ପକ୍ଷରୁ ଖରା ଛୁଟିକୁ ବଢାଯିବା ପାଇଁ ନିବେଦନ କରାଯିବା ପରେ ସ୍କୁଲ ଛୁଟିକୁ ନେଇ…

ଆସନ୍ତାକାଲି ରାଜ୍ୟ ସ୍ତରୀୟ ଯୋଗ ଦିବସ ପାଳିବ ଓଡିଶା, ଜାଣନ୍ତୁ କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କିଏ?……

ଭୁବନେଶ୍ବର:  ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ସୁସ୍ଥ ମନ ପାଇଁ ଆବଶ୍ୟକ ଯୋଗ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଏଥିପାଇଁ ଜମ୍ମୁ-କାଶ୍ମୀର ଗସ୍ତରେ ମୋଦି । ଗୁରୁବାର ଶ୍ରୀନଗରରେ କିଛି ପ୍ରକଳ୍ପର ଲୋକାର୍ପଣ କରିବା ପରେ ଶୁକ୍ରବାର…

ପ୍ରି ଅଲିମ୍ପିକ କ୍ୟାମ୍ପ ପାଇଁ ୨୭ଜଣିଆ ଖେଳାଳିଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରି ଅଲିମ୍ପିକ ଶିବିର ପାଇଁ ହକି ଇଣ୍ଡିଆ ଗୁରୁବାର ୨୭ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି । ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଅଲିମ୍ପିକରେ ଭାରତ ପୁଲ ବିରେ ବେଲଜିୟମ, ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ସହ ରହିଛି ।…

ଡିପଥେରିଆ ପରେ ଚିନ୍ତାବଢାଉଛି ଜଣ୍ଡିସ, ସମ୍ବଲପୁରରେ ୨୫ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଛୁଇଁଛି । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମ୍ବଲପୁରର…

ଟି୨୦ ବିଶ୍ୱକପ ସୁପର ଏଇଟ: ଦକ୍ଷିଣ ଆଫ୍ରିକା, ଇଂଲଣ୍ଡର ଆକର୍ଷଣୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଆଂଟିଗୁଆରେ ଦକ୍ଷିଣ ଆଫ୍ରିକା ୧୮ ରନରେ ଆମେରିକାକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଏହି ମ୍ୟାଚରେ ମଧ୍ୟ ଆମେରିକା…

ଉଦ୍ଘାଟିତ ହେଲା ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍

କଟକ: ଉଦ୍ଘାଟିତ ହୋଇଯାଇଛି କଟକ ଗୁରୁଡିଝାଟିଆ ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍ । ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚଙ୍କ ଦ୍ବାରା ବୁଧବାର ଅପରାହ୍ଣରେ ଏହା ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ଓଡ଼ିଶା କ୍ରିକେଟ୍…

ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ, ରାତି ତମାମ ପୋଲିସ ଟିମ୍‌ ଅଟକ

ଚାନ୍ଦବାଲି: ରେଡ୍‌ ବେଳେ ରାତି ତମାମ ପୋଲିସ ଟିମ୍‌ ଅଟକ । ଖଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକିରା ଗାଁରେ ପୋଲିସ ଟିମ୍‌ ଅଟକ । ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରି ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଘଟଣାରେ ବ‌ଂଶଡା ପୋଲିସ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖିଲେ…

ଅଲୋଡା ହେଲା ଶିଶୁପୁତ୍ର, ମେଡିକାଲ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟିଛି ଅଭାବନୀୟ ଘଟଣା। ଟିକେଟ କାଉଣ୍ଟର ନିକଟରେ ପଡିଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ। ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା…