Latest Odisha News

BREAKING NEWS

ଟ୍ରେନ୍‌ ଟ୍ରାଜେଡି: ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଦାର୍ଜିଲିଂ: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ପୁଣି ଏକ ବଡ ଟ୍ରେନ ଟ୍ରାଜେଡି | କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର…

ହାର୍ଦ୍ଦିକଙ୍କ ଫର୍ମକୁ ଫେରିବାରେ ରୋହିତଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ମାୟାମି: ଟି୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବରଦସ୍ତ ପ୍ରଦର୍ଶନ ଟିମ ଇଣ୍ଡିଆକୁ ମଜଭୁତ କରିଛି । ଆଇପିଏଲ ବିବାଦ ପରେ ଅଧିନାୟକ ରୋହିତ ଶର୍ମା ଓ ହାର୍ଦ୍ଦିକ ଦେଶ ପାଇଁ କିନ୍ତୁ ମନପ୍ରାଣ ଦେଇ ଖେଳିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାର୍ଦ୍ଦିକ ଫର୍ମକୁ ଫେରିବାରେ ରୋହିତଙ୍କ…

ଟି୨୦ ବିଶ୍ୱକପ: ସୁପର ଏଇଟର ଟିମ ଚୂଡାନ୍ତ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟ ପାଇଁ ଟିମ ଚୂଡାନ୍ତ ହୋଇଯାଇଛି । ନ୍ୟୁଜିଲାଣ୍ଡ-ପାପୁଆ ନିଉ ଗିନି ଓ ୱେଷ୍ଟଇଣ୍ଡିଜ-ଆଫଗାନିସ୍ତାନ ମ୍ୟାଚ ଖେଳାଯିବାକୁ ବାକି ଥିଲେ ମଧ୍ୟ ଏହାର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ । ଜୁନ ୧୯ରୁ ସୁପର ଏଇଟ ପର୍ଯ୍ୟାୟ ଆରମ୍ଭ…

ପୁଣି ଟ୍ରେନ ଟ୍ରାଜେଡି; ରେଳ ବିଭାଗ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଛି | ଏହାସହିତ ପ୍ରାୟ…

ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ଝାଡ଼ାବାନ୍ତିରେ ୧୧ ଯାତ୍ରା କଳାକାର ଅସୁସ୍ଥ। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଧୋବଶିଳା ଗାଁରେ ରଜ ପାଇଁ ଯାତ୍ରା ପଡ଼ିଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଏଠାରେ ଝାଡ଼ାବାନ୍ତିର କାରଣ ଅସ୍ପଷ୍ଟ ଥିବା ବେଳେ ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ହସ୍ପିଟାଲରେ…

ଚଳନ୍ତା ଟ୍ରେନରୁ ଖସିପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଆଗଲପୁର ଗ୍ରାମର ଅନିଲ କୁମ୍ଭାର ବୋଲି ଜଣାପଡିଛି। ଏହି ଘଟଣାରେ ରେଲୱେ ପୋଲିସ ଯୁବକକୁ ଉଦ୍ଧାର କରି ତଦନ୍ତ କରୁଛି।…

ପୂରା ହାଇପର ଆକ୍ଟିଭ ନୂଆ ସରକାର; ଛୁଟି ଦିନରେ ବି କାମ କଲେ ମନ୍ତ୍ରୀ

ଭୁବନେଶ୍ୱର: ୧୨ ତାରିଖରେ ଓଡ଼ିଶାର ନୂଆ ସରକାର ଭାବରେ ଶପଥ ଗ୍ରହଣ କରିବା ପରେ ଏବେ ପୂରା ଜୋସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ | ଗ୍ରାଉଣ୍ଡ ଜିରାରେ ଚାଲିଛି ପୂରା କସରତ | ଏହାସହିତ ଶନିବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟା ହେବା ପରେ ନିଜ ନିଜ ବିଭାଗର ଦାୟିତ୍ୱ…

ପୁଣି ମୁହାଁମୁହିଁ ଟ୍ରେନ; ୧୫ ଆହତ

ସିଲିଗୁରି: ପୁଣି ଆଉ ଏକ ବଡ ଟ୍ରେନ ଟ୍ରାଜେଡି | ବାଲେଶ୍ୱର ବାହାନଗା ଭଳି ପଶ୍ଚିମବଙ୍ଗ ଦାର୍ଜିଲିଂରେ ଘଟିଛି ଟ୍ରେନ୍‌ ଦୁର୍ଘଟଣା  | ସୋମବାର ଦିନ କଞ୍ଚନଜୁଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରିରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ଟ୍ରେନର ୨ରୁ ଅଧିକ ବଗି କ୍ଷତିଗ୍ରସ୍ତ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ: ୨ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଝାଡ଼ଖଣ୍ଡ: ଚାଇବାସାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର। ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏମାନଙ୍କ ଭିତରେ ଅଛନ୍ତି ଜଣେ ଜୋନାଲ କମାଣ୍ଡର, ୨ ଏରିଆ କମାଣ୍ଡର ସମେତ ୪ ନିହତ ହୋଇଛନ୍ତି। ଏଥିସହ ଜଣେ ମହିଳା ନକ୍ସଲଙ୍କ ସମେତ ଦୁଇଜଣ…

ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ

ନୂଆଦିଲ୍ଲୀ: ସଫଳ ହେଲା ପରୀକ୍ଷଣ | ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ | ରେଆସିର ଚେନାବ ନଦୀ ଉପରେ ଯାଇଥିବା ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏକ ବୈଦ୍ୟୁତିକ ରେଳ ଛଡାଯାଇଥିଲା। ଯାହା ସଫଳତାର ସହ ଜମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଗଡିଛି…