Latest Odisha News

BREAKING NEWS

ସଫଳ ଉଦ୍ୟୋଗୀ ମଧୁସୂଦନ

କଠିନ ପରିଶ୍ରମ ଓ ଅଧ୍ୟବସାୟ ସଫଳତାର କାହାଣୀ ସୃଷ୍ଟି କରେ । ଠିକ ସେମିତି ନିଜର କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଏକ ଚମତ୍କାର କାହାଣୀ । କେବେ ଦିନେ ବାପା ଥିଲେ ଗୋତି ଶ୍ରମିକ ଓ ମା ତମ୍ବାଖୁ ଫାକ୍ଟରୀରେ କାମ କରୁଥିଲେ । କିନ୍ତୁ ଆଜି ସେ ହେଲେ ସଫଳ ଉଦ୍ୟୋଗୀ ଭାବରେ…

ଅଂଶୁଘାତରେ ଗଲାଣି ୪୧ ଜୀବନ

ଭୁବନେଶ୍ବର: ରାଜ୍ୟରେ ଏଯାବତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହେଲାଣି । ଏପର୍ଯ୍ୟନ୍ତ ଅଂଶୁଘାତରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ  ସେଥିରୁ ୪୧ ଜଣଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି । ଆହୁରି  ୭୩ଟି ଅଭିଯୋଗର ତଦନ୍ତ ଚାଲିଛି ବୋଲି ସୂଚନେ ଦେଇଛନ୍ତି…

ଅଭିନେତ୍ରୀ ନୁର ମାଳବିକା ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୁମ୍ବାଇ: ବଲିଉଡରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ 'ଦ ଟ୍ରାଏଲ୍‌'ରେ ଅଭିନୟ କରିଥିବା ନୁର୍‌ ମାଳବିକା ଦାସଙ୍କ ମୃତଦେହ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରିଛି ପୋଲିସ । ତେବେ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି । ସୂଚନା…

ଓଡିଶା ଛୁଇଁଲାଣି ମୌସୁମୀ ବାୟୁ, ହେଲେ କଲବଲ କରୁଛି ତାତି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାକୁ ଛୁଇଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାତିରୁ ମିଳିଲାନି ଆଶ୍ବସ୍ତି । ରାଜ୍ୟରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହକୁ ଅସହ୍ୟ ଗୁଳୁଗୁଳି । ତେବେ ଏହାକୁ ନେଇ ଆଜି ଅଧିକ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି…

ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବ୍ୟାରିକେଡ଼

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ୍ । ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର ୭ର ଆଗରେ ବ୍ୟାରିକେଡ୍ କରାଯାଇଥିଲା । ହେଲେ ବିଜେଡି ସରକାରଙ୍କ ଶୋଚନୀୟ ପରାଜୟ ପରେ ତାହାକୁ ଏବେ ହଟାଇଦିଆଯାଇଛି । ପୂର୍ବରୁ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଆକ୍ରମଣ, ୨ ଯବାନ ଆହତ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କନଭୟ ଉପରକୁ ଗୁଳିମାଡ । କାଙ୍ଗପୋକି ଜିଲ୍ଲାର କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ତେବେ ଗୁଳିମାଡ଼ ସମୟରେ କନଭୟରେ…

ବୁଧବାର ୪.୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡିଶା ରାଜନୀତିର ଫର୍ଦ୍ଦ  । ବୁଧବାର ଅପରାହ୍ଣ ୪ଟା ୪୫ରେ ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ପରେ ଦୀର୍ଘ ୨୪ ବର୍ଷ ପରେ ଓଡିଶାର ମଙ୍ଗ ଧରିବେ ନୂଆ ଶାସକ । ଓଡିଶା ଇତିହାସରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ମୁଖ୍ୟମନ୍ତ୍ରୀକ ନାମ । ଏହି ଅବସରରେ…

ବକୁଳ ଫେଷ୍ଟିଭାଲରେ ଶିଶୁ କାହାଣୀକାର

ଭୁବନେଶ୍ୱର : ବକୁଲ ଫାଉଣ୍ଡେସନ ଆନୁକୂଲ୍ୟରେ ଆଜି ବକୁଳ ଲାଇବ୍ରେରୀରେ ବକୁଳ ଷ୍ଟୋରୀଟେଲିଂ ଫେଷ୍ଟିଭାଲର ଶିଶୁ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ୧୧ ଟି ଛୋଟ କାହାଣୀକାର ଅଂଶ ଗ୍ରହଣ କରି କାହାଣୀ କହିଥିଲେ। ଏହି ଷ୍ଟୋରିଟେଲିଂ ଉତ୍ସବରେ କେତେକ ଶିଶୁ…

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବାପରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜର୍ଚ୍ଚନା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମୋଦି ସରକାରର ତୃତୀୟ ପାଳିରେ ପୁଣିଥରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଆଜି ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ । ଚଳିତ ନିର୍ବାଚନରେ କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ଆଜି ନିଜର ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ରହିଥିଲେ । ଅଧ୍ୟକ୍ଷ ପଦ ଛାଡ଼ିବା…