କଏନ କେଉଁଠାରେ ରଖିଛନ୍ତି ଭୁଲିଗଲେ ରୋହିତ
ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନରେ ବର୍ଷା ବାଧକ ସାଜିଛି । ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିବା ପ୍ରଶଂସକମାନେ ଏଥିନେଇ ନିରାଶ ଅଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତ ଗୋଟିଏ ଓଭରରେ ୮ ରନ…