ଏନ୍ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ, ନିର୍ବାଚନରେ ପରାଜୟକୁ ନେଇ ଥିଲେ ଅସନ୍ତୁଷ୍ଟ
ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ। ଅନ୍ୟପଟେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ହେବାର ଦୁଇ ଦିନ ପରେ ରାଜଧାନୀ ଦିଲ୍ଲୀର ରାଜନୈତିକ ଉଷ୍ମତା ଅଧିକ ରହିଛି। ଗୁରୁବାର ନୂତନ ସରକାର ଗଠନକୁ…