ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣା, ବାପା ମୃତ
ବାଲେଶ୍ୱର: ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣାରେ ବାପା ମୃତ। ବାଲେଶ୍ୱର ଜିଲ୍ଲା ଅନନ୍ତପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ ଖଇରା ସ୍ଥିତ ଝିଅ ଘରକୁ ସାବିତ୍ରୀ ଭାର ଦେବାକୁ ଯାଇଥିଲେ ବାପା। ହେଲେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ନେଲା ବାପାର ଜୀବନ।…