ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ, ୨୦୧୯ ଅପେକ୍ଷା ଅଧିକ ମହିଳା ଭୋଟର
ନୂଆଦିଲ୍ଲୀ: ସରିଯାଇଛି ଗଣତନ୍ତ୍ରର ମହାପର୍ବ । ଆସନ୍ତାକାଲି ବାହାରିବ ପରିଣାମ । ଏହାରି ଭିତରେ ପ୍ରେସମିଟ କରିଛନ୍ତି ଭାରତୀୟ ନିର୍ବାଚନ ଏହି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଏଥର ଲୋକ ସଭା ନିର୍ବାଚନରେ ୬୪.୨କୋଟି ଲୋକ…