୧୦ ବର୍ଷରେ ୬ଥର ହାରିଲେ ବାଇଚୁଙ୍ଗ ଭୂତିଆ
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ରାଜନୀତିରେ କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ହାସଲ କରିପାରି ନାହାନ୍ତି । ରବିବାର ସିକ୍କିମ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକଶଲ ଧୋରଜୀ ସିକ୍କିମ ଡେମୋକ୍ରାଟିକ ଫ୍ରଂଟ…