ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା
କଲିକତା: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ । ଗତକାଲି ସରିଛି ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାରି ଭିତରେ ଦେଖିବାକୁ ମିଳିଛି ଅନେକ ଜାଗାରେ ନିର୍ବାଚନୀ ହିଂସା ।
ଗତକାଲି ପଶ୍ଚିମବଙ୍ଗ…