Latest Odisha News

BREAKING NEWS

ଜେଲ ଭିତରେ ନିର୍ବାଚନ ଫଳାଫଳ ଦେଖିବେ ରେବନ୍ନା, ୬ ଦିନ ପାଇଁ ନିଜ ହେପାଜତକୁ ନେଲା ଏସଆଇଟି

ବେଙ୍ଗାଲୁରୁ: ରିମାଣ୍ଡରେ ଗଲେ ଜେଡିଏସରୁ ନିଲମ୍ବିତ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନା । ଜୁନ ୬ ପର୍ଯ୍ୟନ୍ତ ଏସଆଇଟି ହେପାଜତରେ ରହିବେ ପ୍ରଜ୍ଜ୍ଵଳ । ଜେଲରେ ଭିତରେ ରହି ନିର୍ବାଚନ ଫଳାଫଳ ଦେଖିବେ ପ୍ରଜ୍ଜ୍ଵଳ । ଯୌନ କେଳେଙ୍କାରୀ ମାମଲାରେ ଜୁନ ୬ ପର୍ଯ୍ୟନ୍ତ ରେବନ୍ନାଙ୍କୁ ଏସଆଇଟି ହେପାଜତକୁ…

କିଏ କହୁଛି ସତ ?

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମରେ ନାହିଁ ଟେଲିଫୋନ୍ ସଂଯୋଗ। ସିଧାସଳଖ ନବୀନଙ୍କ ରୁମରେ ନାହିଁ ଟେଲିଫୋନ୍ କନେକ୍ସନ୍ । ମୁଖ୍ୟମନ୍ତ୍ରୀଙ୍କ ରୁମରେ ଥିବା ଟିଭିରେ ଓଡିଆ ଚ୍ୟାନେଲ୍ ଆସୁନାହିଁ । ନବୀନଙ୍କ ରୁମରେ ଥିବା ଟିଭିରେ କେବଳ ଇଂରାଜୀ ନ୍ୟୁଜ…

ଗତ ୨ଦିନର ଘଟଣାରେ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଗତ ୨ ଦିନ ଭିତରେ ରାଜ୍ୟରେ ଯେଉଁ ଦୁଇଟି ଅଭାବନୀୟ ଘଟଣା ଘଟିଛି ସେଥିରୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ପୁରା ଜଳ ଜଳ ହୋଇ ଦିଶୁଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ…

ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍: ଏପରି ସହର ଯେଉଁଠି ହୁଏନି ରାତି

ନୂଆଦିଲ୍ଲୀ: ଦିନ ପରେ ରାତି ଆଉ ରାତି ପରେ ଦିନ ହେବା ସୃଷ୍ଟିର ନିୟମ। କିନ୍ତୁ ଭାବିଲେ ଯଦି କେବେବି ରାତି ହେବନି କି ଦିନ ହେବନି କେମିତି କଟିବ ଆପଣଙ୍କ ଦିନ। ଆପଣ ଜାଣନ୍ତି କି ଦୁନିଆରେ ଏପରି ସ୍ଥାନ ରହିଛି ଯେଉଁଠାରେ କେବେ ବି ରାତି ହୁଏ ନାହିଁ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ…

୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ୨ ବର୍ଷ ଶିଶୁର ପେଂଟିଂ

ନୂଆଦିଲ୍ଲୀ:ଜର୍ମାନୀର ଏକ ୨ ବର୍ଷର ଶିଶୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ସାଜିଛି । ଲୌରେନ ସ୍କୱାର୍ଜ ନାମକ ଏହି ଶିଶୁର ଗୋଟିଏ ଗୋଟିଏ ପେଂଟିଂ ୫.୮୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ତାଙ୍କୁ କେହି ଚିତ୍ର କରିବା ଶିଖାଇ ନାହାନ୍ତି । ସତେ ଯେପରି ସେ ଅଭିମନ୍ୟୁ ପରି ମାଆ ପେଟରୁ ଏହି…

ବ୍ଲାକମେଲ କରି ଗିରଫ ହେଲେ ୟୁଟ୍ୟୁବର

ଭୁବନେଶ୍ବର: ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ । ୟୁଟ୍ୟୁବର ଚନ୍ଦନ କରଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି କରୁଥିଲେ ବ୍ଲାକମେଲ୍ । ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ  ଗିରଫ କରିଛି ପୋଲିସ । ଅଭିଯୋଗ…

ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ, ମଙ୍ଗଳବାର ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶା ବିଧାନସଭାର ଅବଶିଷ୍ଟ…

ପାଣି ପାଇପ୍ ଚୋରି ଅଭିଯୋଗରେ ଟୁଙ୍ଗୁର ଭୋଳ ସମେତ ୧୧ ଗିରଫ

ଭୁବନେଶ୍ବର: କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ୧୧ ଜଣଙ୍କୁ ବାନ୍ଧିଲା ଚନ୍ଦକା ପୋଲିସ I ଆରଡବ୍ଲୁଏସଏସ କମ୍ପାନୀର ବହୁ ମୂଲ୍ୟବାନ ପାଣି ପାଇପ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା । ଏକ ୧୫ ଜଣିଆ ଗ୍ୟାଙ୍ଗ ଏହି ପାଇପ୍ ଚୋରିରେ ସାମିଲ ଥିବା ନେଇ ଖବରପାଇବା ପରେ…

ଦେଶର ପ୍ରଥମ ଦଳିତ କ୍ରିକେଟରଙ୍କ ଭୂମିକା କରିବେ ଅଜୟ ଦେବଗାନ

ମୁମ୍ବାଇ: ସ୍ପୋର୍ଟ୍ସ ବାୟୋପିକ ମୈଦାନ ଫିଲ୍ମରେ ଚମତ୍କାର ଅଭିନୟ କରିବା ପରେ ଅଜୟ ଦେବଗାନ ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅଜୟ ଦେଶର ପ୍ରଥମ ଦଳିତ କ୍ରିକେଟର ପାଲୱକଂର ବାଲୁଙ୍କ ବାୟୋପିକରେ ଅଭିନୟ କରିବେ । ରାମଚନ୍ଦ୍ର ଗୁହାଙ୍କ ପୁସ୍ତକ ଏ କର୍ଣ୍ଣର ଅଫ ଏ ଫରେନ…

ଜଳୁଛି ପଶ୍ଚିମ ଓଡିଶା: ଦିନ ସାଢ଼େ ୨ଟା ସୁଦ୍ଧା ୪୫.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପଶ୍ଚିମ ଓଡିଶାରେ ପ୍ରବଳ ଗରମ ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଫଳରେ କଲବଲ ହେଉଛନ୍ତି ଲୋକେ । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ…