ବକ୍ସିଂ ବିବାଦ: ଆଇବିଏର ହାତ ଛାଡିଲା ବିଏଫଆଇ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ଠିକ ପୂର୍ବରୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ନିଲମ୍ବିତ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନର ହାତ ଛାଡି ଦେଇଛି । ବିଏଫଆଇ ଏବେ ୱାର୍ଲ୍ଡ ବକ୍ସିଂର ସଦସ୍ୟତା ମଧ୍ୟ ନେଇସାରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ଚେତାବନୀ ପରେ ବିଏଫଆଇ ଏହି ନିଷ୍ପତି ନେଇଛି ।…