Latest Odisha News

BREAKING NEWS

ଅମରନାଥ ଯାତ୍ରା ପୂର୍ବରୁ ବନ୍ଦ ରହିବ ଜାତୀୟ ରାଜପଥ, ଜାଣନ୍ତୁ କାରଣ….

ଶ୍ରୀନଗର: ଚଳିତବର୍ଷର ଅମରନାଥ ଯାତ୍ରା ପୁର୍ବରୁ ଜାତୀୟ ରାଜପଥ – ୪୪ରେ ମରାମତୀ କାର୍ଯ୍ୟ କରାଯିବ । ସେଥିପାଇଁ ୪୮ ଘଣ୍ଟା ବନ୍ଦ ରହିବ ଜାତୀୟ ରାଜପଥ । ଏନେଇ ସୂଚନା ଦେଇଛନ୍ତି ରାମବନ ଡେପୁଟି କମିଶନର ବସୀର-ଉଲ-ହକ ଚୌଧୁରୀ । ତାଙ୍କ କହିବାନୁସାରେ, ନାଶରୀ ରୁ ବନିହାଲ ମଧ୍ୟରେ ଥିବା ରାସ୍ତା…

ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ ୧ତାରିଖରେ ମତଦାନ ହେବାକୁ ଯାଉଥିବାବେକେ ଜିଲ୍ଲାରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ସଂଧ୍ୟା ୬ଟାରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି କିମ୍ବା…

‘ତା’ର ବାପା ଜଣେ ଚୋର ଥିଲା’… କଂଗ୍ରେସକୁ ଟାର୍ଗେଟ କରି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶେଷଥର ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହୋଶିଆରପୁର ଲୋକସଭା ଆସନ ପାଇଁ ପ୍ରଚାର ବେଳେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ…

ଭୂତଙ୍କ ଗ୍ରାମ ଭାବେ ପରିଚିତ ମୀନାକ୍ଷୀପୁରର ଏକମାତ୍ର ବାସିନ୍ଦାଙ୍କ ପରଲୋକ

ମୀନାକ୍ଷୀପୁରମ: ତାମିଲନାଡୁର ମୀନାକ୍ଷୀପୁରମର ଏକମାତ୍ର ବାସିନ୍ଦା କଦାସାମୀ ନାୟକରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବ୍ୟତୀତ ଏହି ଗ୍ରାମରେ କେହି ରହୁ ନ ଥିଲେ । ସେଥିପାଇଁ ଏହାକୁ ଭୂତଙ୍କ ଗ୍ରାମ ବୋଲି ମଧ୍ୟ କୁହାଯାଏ । ଏହି ଗ୍ରାମରେ ରହୁଥିବା ଅଧିକାଂଶ ପରିବାର ଭଲରେ ଚଳୁଥିଲେ । କାଳକ୍ରମେ…

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତଥାଗତ ଦେଲେ ଏମିତି ଟିପ୍ପଣୀ…

ଭୁବନେଶ୍ବର: ପ୍ରତିକ୍ରିୟା ଦେଲେ ଯେ, ହେଲେ ବହୁତ ବିଳମ୍ବ ହେଇଗଲା । 'ମୋ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି' ଏହି ମନ୍ତବ୍ୟ ପରେ ପୂର୍ବତନ ସାଂସଦ ତଥାଗତ ଶତପଥୀ ତାଙ୍କ 'ଏକ୍ସ' ଆକାଉଣ୍ଟରେ ନବୀନଙ୍କ ସାକ୍ଷାତକାର ସଂପର୍କିତ ଖବରକୁ ପୋଷ୍ଟ କରି ଇଂରାଜୀରେ ଲେଖିଛନ୍ତି, 'ଠୁ…

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରୁ ଜବତ ହେଲାଣି ୨୭୦ କୋଟି ଟଙ୍କାର ସାମଗ୍ରୀ

ଭୁବନେଶ୍ଵର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…

ଗୁମାସ୍ତାଙ୍କ ପ୍ରାୟୋଜିତ ଇଣ୍ଟରଭ୍ୟୁ: ସମୀର

ଭୁବନେଶ୍ବର: ନବୀନଙ୍କ ସାକ୍ଷାତକାରକୁ ପ୍ରାୟୋଜିତ କହିଲେ ସମୀର ମହାନ୍ତି । ମାଡ଼ରୁ ବର୍ତ୍ତିବାକୁ ଗୁମାସ୍ତାଙ୍କର ଏହା ପ୍ରାୟୋଜିତ ବୋଲି କହିଛନ୍ତି ସମୀର । ସେପଟେ ବିଜେପିକୁ କ୍ଷମତାକୁ ଆଣିବାକୁ ଲୋକ ମାନସିକ ପ୍ରସ୍ତୁତ ହୋଇସାରିଲେଣି ।ମାଡ଼ରୁ ବର୍ତ୍ତିବାକୁ ଏଭଳି ପ୍ରାୟୋଜିତ ଇଣ୍ଟରଭ୍ୟୁ…

ଆକାଶରୁ ଖସୁଛି ନିଆଁ ଝୁଲ, ପଶ୍ଚିମରେ ଅସମ୍ଭାଳ ତାତି

ଭୁବନେଶ୍ଵର: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ।ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ଝାରସୁଗୁଡ଼ାର ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୪୬ ଡିଗ୍ରୀ ଉପରେ ଅଛି ରାଜ୍ୟର ୪ ସହର । ଆଜି…

ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ କଟି

ଭୁବନେଶ୍ବର: ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ଗିରଫ ବ୍ରାଉନ ସୁଗର ବେପାରୀଙ୍କ ନାଁ ଏସ୍.କେ ମହତାବ ଅଲ୍ଲୀ ଓରଫ କଟି (୩୯)। କଟିକୁ ଗିରଫ କରିଛି ଭୁବନେଶ୍ୱର ଏସଟିଏଫ୍ । କଟିର ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ । ଗିରଫ ପରେ ଏସଟିଏଫ୍ ପକ୍ଷରୁ ଅଭିଯୁକ୍ତକୁ…

ବଦଳିଯିବ ବଡ଼ଚଣା ବାଜି !

ଭୁବନେଶ୍ବର: ବଡ଼ଚଣା ବିଧାନସଭା ଆସନରୁ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଚମକାଇଥିଲା ବିଜେଡି । ଛଅ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ଦେଇଥିଲା ବଡ ସରପ୍ରାଇଜ୍ । ଟିକେଟ୍ ପାଇବା ପରଠୁ ଗ୍ରାଉଣ୍ଡରେ ଆକ୍ଟିଭ ରହିଛନ୍ତି ବର୍ଷା । ତେବେ ବଡ଼ଚଣା ବାହାରର ଜଣେ…