Latest Odisha News

BREAKING NEWS

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ସୁଦର୍ଶନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ…

ଅଳ୍ପକେ ବର୍ତ୍ତିଲେ ଯବାନ, ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ହେଲେ ଏହି ଅଭିଯାନ ବେଳେ ଅଳ୍ପକେ ବର୍ତ୍ତିଲେ ଯବାନ। ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ। ସୂଚନା…

ଏସସିବିରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜେଲରୁ ତାଙ୍କୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ତାଙ୍କୁ ନମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।…

ଶିଘ୍ର କରନ୍ତୁ ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌, ନଚେତ ଭୋଗିବେ ଏହି ଦଣ୍ଡ

ଭୁବନେଶ୍ଵର: ଆପଣ ମଧ୍ୟ କରିନାହାନ୍ତି କି ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌ । ତେବେ ଯଥାଶିଘ୍ର ସାରନ୍ତୁ ଏହି କାମ । ନଚେତ୍ ମେ, ୩୧ ପରଠୁ ହେବ ଅନେକ ସମସ୍ୟା । ଦେବାକୁ ପଡିବ ଅଧିକ ମାତ୍ରାରେ ଟିଡିଏସ ଓ ଟିସିଏସ । ଏନେଇ ଭାରତୀୟ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଚେତାବନୀ ଜାରୀ କରାଯାଇଛି । ନିଜର…

ଆଜି ଚକଡେରା ଅନୁକୂଳ, ଜାରି ରହିଛି ଚକ ଓ ଅଖ କାମ

ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ଶ୍ରୀଜୀଉମାନଙ୍କର ରଥଯାତ୍ରା ପାଇଁ ରଥଖଳାରେ ତିନିରଥର ଅଖ କାମ ଅନୁକୂଳ ହୋଇଥିବା ବେଳେ ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଗତକାଲି ତିନି ରଥର ୪୨ଟି ଚକରୁ ୧୬ଟି ଚକ ନିର୍ମାଣ ସରିଥିଲା। ଆଜି କାମ ଶେଷ ସୁଦ୍ଧା ତିନି ରଥର ଆଉ…

ବସକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ୧୦ ଆହତ

ଯାଜପୁର: ହାଇୱାକୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଏନ୍ଏଚ୍ ୧୬ କଡେଇ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବସ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ପ୍ରାୟ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ଭୋର ୪ ଟା ସମୟରେ…

ଆଜିଠାରୁ ଆରମ୍ଭ ହେବ ବି.ଏଡ, ବିଏଚଏଡ ଓ ଏମ.ଏଡ ପ୍ରବେଶିକା ପରୀକ୍ଷାର ଆବେଦନ ପ୍ରକ୍ରିୟା

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷର ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା । ଆଜି ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ । ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହେଉଛି ଖଜୁରୀ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ, ଭିଟାମିନ୍-ବି ୬, ଏ ପ୍ରଚୁର ପରିମାଣରେ ଥାଏ । ଖଜୁରୀରେ କାର୍ବୋହାଇଡ୍ରେଟ୍, ଆଇରନ୍, ଲାଭଦାୟକ ଫ୍ୟାଟ୍, ଡାଏଟାରୀ ଫାଇବର ଓ ଫ୍ୟାଟି…

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମରୁ ଅଧିକ ସୁନା

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । କେହି ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି ।…