Latest Odisha News

BREAKING NEWS

ଟି୨୦ ବିଶ୍ୱକପ :୧୭ ବର୍ଷ ପରେ ଭାରତ ହାସଲ କରିବ କି ପୂନର୍ବାର ଟାଇଟଲ

ଟି୨୦ ବିଶ୍ୱକପର ଜ୍ୱର ବଢ଼ିବା ଆରମ୍ଭ ହୋଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଆରମ୍ଭ ହେବ । ଇଂଲଣ୍ଡ ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ ଏବଂ ଅଷ୍ଟ୍ରେଲିଆ ଦିନିକିଆ ଓ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପରେ ଏହାକୁ ଜିତି ହ୍ୟାଟ୍ରିକ ଟାଇଟଲ ହାତେଇବା ପାଇଁ…

ମହାକାଳପଡା ମହାମୁକାବିଲା

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବିଧାନସଭାରୁ ଗତ ତିନିଥର ହେଲା ଜିତିଆସୁଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଜେଡି ତାଙ୍କୁ ଚତୁର୍ଥ ଥର ପାଇଁ ମହାକାଳପଡାରୁ ପ୍ରାର୍ଥୀ କରିଛି । ତେବେ ଅତନୁଙ୍କ ଟକ୍କର ଦେବାକୁ ମଇଦାନରେ ରହିଛନ୍ତି ବିଜେପିରୁ ଦୁର୍ଗାପ୍ରସନ୍ନ…

କାହାର ହେବ କୋରେଇ ?

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ବଡ ଲଢେଇ । ବିଜେଡିରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଛନ୍ତି…

ହାରିବା ଭୟରେ କହୁଛନ୍ତି ଆମେ ୟୁନିଭରସିଟି କରିବୁ, ୧୦ ବର୍ଷ ହେବ ଥିଲେ କୋଉଠି: ପାଣ୍ଡିଆନ

ଭଦ୍ରକ: ଗତଥର ଯାହାକୁ ସାଂସଦ କରିଥିଲେ, ସେ ଆପଣଙ୍କ ସୁଖଦୁଃଖରେ ସାମିଲ ହେଲେ କି? ଏବେ ହାରିବା ଭୟରେ ସେମାନେ ଆସି କହୁଛନ୍ତି ଆମେ ୟୁନିଭରସିଟି କରିବୁ । ୧୦ ବର୍ଷ କ୍ଷମତାରେ ଥିଲେ ଚାହିଁଥିଲେ ଆଗରୁ କରିପାରିଥାନ୍ତେ । ଓଡ଼ିଶାରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ହୋଇଛନ୍ତି, ସେ ଓଡ଼ିଶାରେ ଏ…

ବିଜେଡ଼ିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହ ଶତାଧିକ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ…

କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ରେ ହେବ ୯୮ ଟି ଆଦର୍ଶ ମତଦାନ କେନ୍ଦ୍ର

ପୁରୀ: ଜୁନ୍ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ପଡିବ । ସକାଳ ୭ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ୍ ରେ ମତଦାନ କରିପାରିବେ । ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ କରାଯିବ ।…

‘ଫାଇଭ୍ ଟି ନାଁରେ ୫ଟି ତାମିଲିଆନଙ୍କୁ ବିକ୍ରି ହୋଇଯାଇଛି ଓଡିଶା’

ପାଟକୁରା: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଦାର ଚାଲିଛି ପ୍ରଚାର । ଗୋଟେ ପଟେ ଘନଘନ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତ ତ ଆଉଗୋଟେ ପଟେ ବିଜେଡିର ମଙ୍ଗ ଧରିଛନ୍ତି ନିଜେ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନ । ସେପଟେ କଂଗ୍ରେସ ନେତା ବି…

ଯୁବକଙ୍କୁ ଆକ୍ରମଣ ସହ ପରିବାର ଲୋକଙ୍କୁ ଗାଳିଗୁଲଜ କରି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର: ଯୁବକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ବର ଦାସ ଓରଫ ଅପୁ (32) ଓ ମୁନା ଦାସ (26) । ସେମାନଙ୍କ ନିକଟରୁ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ଲୁହା ଛଡ଼କୁ ମଧ୍ୟ…

୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ଶପଥ ଗ୍ରହଣ; ମିଳିବ ମା’ଙ୍କୁ ପେନସନ, ପିଲାଙ୍କୁ ବୃତ୍ତି

ଜଳେଶ୍ବର: ଚାଲିଛି ଛକାପଞ୍ଝା । ବିରୋଧୀ ଶାସକଙ୍କ ନାଁ ନେଇ ଶାସକ ବିରୋଧୀଙ୍କ ନାଁ ନେଇ । ଉଠୁଛି ପଡୁଛି ପ୍ରଚାର ମଇଦାନ । ଆରୋପ, ପ୍ରତ୍ୟାରୋପ ଆଉ ପ୍ରତିଶ୍ରୁତି, ଏହାରି ଉପରେ ବିଭିନ୍ନ ଦଳ ଭୋଟ ଅପିଲ୍ କରୁଛନ୍ତି । ଏହି କ୍ରମରେ ଆଜି ଜଳେଶ୍ବରରେ ହୁଙ୍କାର ଭରିଛନ୍ତି ବିଜେଡି ନେତା…

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ…