ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ
ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ହାତ ଗଣତି ଦିନ ରହିଲା । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଏହାକୁ ଆୟୋଜନ କରାଯାଉଛି । ଟି୨୦ ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥିପାଇଁ ପ୍ରସ୍ତୁତ ଡ୍ରପ ଇନ ପିଚ ଫ୍ଲୋରିଡାରୁ ନ୍ୟୁୟର୍କ ଅଣାଯାଉଛି । ଏହି ପିଚରେ ଜୁନ ୯ରେ…