ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀକୃଷ୍ଣଙ୍କ ଲୀଳାମୃତ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅନନ୍ତ, ତାଙ୍କର ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ମଧ୍ୟ ଅସୀମ । କେଉଁଠି ସାଧକ ତଥା କବିଗଣ ଏହି ତତ୍ତ୍ୱକୁ କେଶବ କୋଇଲି ଆଖ୍ୟା ଦେଲେଣି ତ…