କଟକରୁ ୬.୪୪ କୋଟି ଟଙ୍କାର ସୁନା ଜବତ
କଟକ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ କଟକରେ ଏକ ସନ୍ଦିଗ୍ଧ ସୁନା ଚୋରା ଚାଲାଣ ଅଭିଯାନକୁ ଠାବ କରିଛନ୍ତି। ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ ଗାଡ଼ିରୁ ୯ କେଜିରୁ ଅଧିକ ସୁନା ବିସ୍କୁଟ ଆକାରରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ପାଖାପାଖି…