ଆଦାନୀ କମ୍ପାନୀ ହାତକୁ ଗଲା ଗୋପାଳପୁର ବନ୍ଦର
ଭୁବନେଶ୍ୱର: ଓଡ଼ିଶାର ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍)ର ୯୫% ଅଂଶଧନ ଅଧିଗ୍ରହଣ ପାଇଁ ଏକ ନିର୍ଦ୍ଦିଷ୍ଟ ଚୁକ୍ତି କରି ପୂର୍ବ ଉପକୂଳରେ ନିଜର ପାଦ ବିସ୍ତାର କରିଛି ପ୍ରମୁଖ ବନ୍ଦର ଅପରେଟର ଆଦାନୀ ଗ୍ରୁପ୍ । ଏହି ଅଧିଗ୍ରହଣର ଇକ୍ୱିଟି ମୂଲ୍ୟ ୧,୩୪୯ କୋଟି ଟଙ୍କା ରହିଛି।
ଏକ ନିୟାମକ…