ୱାୟନାଡ଼ରୁ ରାହୁଲ ଗାନ୍ଧୀ, ରାଜନନ୍ଦାଗାଓଁରୁ ଭୂପେଶ ବଘେଲ ଲଢିବେ ନିର୍ବାଚନ, କଂଗ୍ରେସ ଜାରିକଲା ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ତାରିଖ ଘୋଷଣା ହୋଇପାରେ। ଏଥିପାଇଁ ଆଜି କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ରାହୁଲ ଗାନ୍ଧୀ, ଭୁପେଶ ବଘେଲଙ୍କ…