ନୂତନ କୀର୍ତିମାନ ପାଇଁ ରୋହିତଙ୍କୁ ଆବଶ୍ୟକ ୬ ଛକା
ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ଖେଳାଯିବ । ଏହି ମ୍ୟାଚରେ ଭାରତର ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୬୦୦ ଛକା ମାରି ରେକର୍ଡ କରିବା ପାଇଁ…