Latest Odisha News

BREAKING NEWS

ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସାମଲ କହିଛନ୍ତି ଯେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶାରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ସମ୍ପର୍କରେ…

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ବୋର୍ଡର ମନ୍ତବ୍ୟକୁ ନିନ୍ଦା କଲା ବିଜେପି

ଭୁବନେଶ୍ୱର: ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସରକାରକୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେଉଥିବାରୁ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଉଦବେଗ ପ୍ରକାଶ କରିଛନ୍ତି।…

ଦୁଇ ଦିନ ମଧ୍ୟରେ ବିଜେପି ଘୋଷଣା କରିବା ଶହେ ସାଂସଦ ପ୍ରାର୍ଥୀ, ଓଡ଼ିଶାରୁ କିଏ?

ଭୁବନେଶ୍ୱର:  ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନ ଘୋଷଣାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଫେବୃଆରୀ ୨୯ ରେ ୧୦୦ ସାଂସଦ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବ ବୋଲି ଆଶା କରାଯାଉଛି । ଏହି ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣ ପ୍ରାର୍ଥୀ ରହିବେ।…

ପ୍ରତିବର୍ଷ ହେବ ବାଘ ଗଣନା, ଗତିବିଧି ଉପରେ ନଜର ରଖିବାକୁ ଲାଗିବ କ୍ୟାମେରା ଟ୍ରାପ୍ : ବନ ଅଧିକାରୀ

ଭୁବନେଶ୍ୱର: ବାଘ ଗଣନାର ସଫଳତା ପରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଓଡ଼ିଶା ସରକାର ପ୍ରତିବର୍ଷ ବାଘ ଗଣନା କରିବେ। ଏକ ସାମ୍ବାଦିକ ସମ୍ମିଳନୀରେ ନନ୍ଦ ପ୍ରକାଶ କରିଛନ୍ତି ଯେ ବାର୍ଷିକ ଗଣନାର ଏକ ଅଂଶ ଭାବରେ ବର୍ଷ ସାରା ବାଘର…

ଓଠ ତଳେ ପ୍ରେମିକାର ନାମର ଟାଟୁ କଲେ ପ୍ରେମିକ

ନୂଆଦିଲ୍ଲୀ: ଟାଟୁ କଳାକାର ଅଭିଷେକ ସାପକାଲ ଇନଷ୍ଟାଗ୍ରାମରେ ଏକ ପ୍ରେମିକର ଭିଡିଓ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି । ପ୍ରେମ ପାଇଁ ପାଗଳ ଜଣେ ପ୍ରେମିକ ଏ ଭଳି ସ୍ଥାନରେ ଟାଟୁ କରିଛନ୍ତି ଯେ, ଏହା ଏବେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଭାବେ ପ୍ରେମ ଅନ୍ଧ ବୋଲି ପ୍ରମାଣିତ…

ହସ୍ପିଟାଲ ବାହାରେ ଡ୍ରାଇଭର ଓ ମହିଳାଙ୍କ ମର ଶରୀରକୁ ଛାଡ଼ି ସଂପର୍କୀୟ ଫେରାର

ବଲାଙ୍ଗୀର: ହସ୍ପିଟାଲରେ ମହିଳାଙ୍କ ମୃତଦେହକୁ ନେବା ବଦଳରେ ତାଙ୍କୁ ଛାଡି ଦେଇ ସଂପର୍କୀୟ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଡାକ୍ତରଖାନାରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଶବ ନେବାକୁ ବହୁ ଦୂରରୁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର। ମହିଳାଙ୍କ ମୃତଦେହ…

ବିଜେପିର ମିଶ୍ରଣ ପର୍ବ ବେଳେ ଧସେଇ ପଶିଲେ ଅସାମାଜିକ ବ୍ୟକ୍ତି!

ଝାରସୁଗୁଡ଼ା: ଲଇକେରା ତହସିଲ ଅନ୍ତର୍ଗତ ଝରିଆବାହାଲଠାରେ ମଙ୍ଗଳବାର ଆୟୋଜିତ ବିଜେପିର ଏକ କାର୍ଯ୍ୟକ୍ରମ 'ମିଶ୍ରଣ ପର୍ବ'ରେ କିଛି ଯୁବକ ହଙ୍ଗାମା କରିବା ସହ ମଞ୍ଚ ଭଙ୍ଗାରୁଜା କରିଥିଲେ। ବିଜେପି ପକ୍ଷରୁ ୪ଟି ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ମିଶ୍ରନ ପର୍ବ ଆୟୋଜନ କରାଯାଇଥିବା ବେଳେ…

ମଞ୍ଚରେ ପାଣ୍ଡିଆନଙ୍କ ସହ ଦେଖାକରିବାକୁ ଚାହୁଁଥିବା ଛାତ୍ରୀଙ୍କୁ ଓହ୍ଲାଇଦେଲେ ପୋଲିସ କର୍ମୀ

ଖୋର୍ଦ୍ଧା: ବେଗୁନିଆରେ ମଙ୍ଗଳବାର ଏକ ନୂଆ-ଓ କାର୍ଯ୍ୟକ୍ରମ ବେଳେ ଜଣେ ଛାତ୍ରୀଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଭେଟିବାକୁ ବାରଣ କରାଯିବା ପରେ ମହିଳା ପୁଲିସ ତାଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲେ। ବେଗୁନିଆଠାରେ ୧୨ଟି କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନୂଆ-ଓ କାର୍ଯ୍ୟକ୍ରମ…

ଟେଷ୍ଟ ସିରିଜ ଜିତିବା ନେଇ ଖେଳାଳିଙ୍କୁ ବୋନସ ଦେବ ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୩-୧ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ମାର୍ଚ୍ଚ ୭ରୁ ସିରିଜର ଅନ୍ତିମ ମୁକାବିଲା ଧର୍ମଶାଳାରେ ଖେଳାଯିବ । ଇତି ମଧ୍ୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭଲ ପ୍ରଦର୍ଶନ ନେଇ ଟେଷ୍ଟ ଖେଳାଳିଙ୍କ ସ୍ୟାଲେରୀ…

ମାର୍ଚ୍ଚରେ ଲାଗୁ ହେବ ସିଏଏ, ଗୃହମନ୍ତ୍ରୀ ଦେଲେ ସଂକେତ

ନୂଆଦିଲ୍ଲୀ: ମାର୍ଚ୍ଚରୁ ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ସରକାର ଆଚରଣ ବିଧି କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ ସିଏଏ ଲାଗୁ ହୋଇପାରେ ବୋଲି…