ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା (୨)
ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ସାମୁଦ୍ରିକ ଲୁଣି ହାୱାର ପ୍ରଭାବରୁ ରକ୍ଷା କରିବା ପାଇଁ ବହଳ ଚୂନ ପ୍ରଲେପ ଦିଆ ଯାଇଥିବାର ସମ୍ପୂର୍ଣ୍ଣ ବିବରଣୀ ଆମେ ଜାଣିଲେ। ଏହି ପ୍ରସଙ୍ଗରେ…