Latest Odisha News

BREAKING NEWS

ଏମିତି କଟେ ଦୁନିଆର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସକାଳ

ନୂଆଦିଲ୍ଲୀ: ସବୁବେଳେ ଚେଷ୍ଟା କରିବା ସକାଳେ ଶଯ୍ୟା ତ୍ୟାଗ ପରେ ଆମେ କିପରି ଫୁର୍ତ୍ତି ରହିବା। ଯଦ୍ୱାରା ଆମକୁ ଦିନସାରା ସତେଜ ଲାଗିବ। ଯଦି ସକାଳେ ଉଠିବା ଠିକ୍ ନ ହୁଏ, ପୂରା ଦିନ ଭଲରେ କଟି ନଥାଏ। ସାଧାରଣତଃ ଭାବେ ଦୁନିଆରେ ପ୍ରସିଦ୍ଧି ଲାଭ କରିଥିବା ଲୋକଙ୍କ ଜୀବନଶୈଳୀକୁ ସମସ୍ତେ ଅନୁକରଣ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ଦେଶର ଚାଷୀ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ କିସାନ ଯୋଜନା । ଏହି ଯୋଜନା ଅଧିନରେ ସବୁ ଚାଷୀ ଭାଇ ମାନଙ୍କ ବ୍ୟଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯାଉଛି । ଗତଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ…

ସ୍ତ୍ରୀ ଡିଭୋର୍ସ ମାଗିବାରୁ ସ୍ବାମୀ କହିଲେ ଆଗେ ମୋ କିଡନୀ ମତେ ଫେରାଅ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସାଧାରଣ ହୋଇଗଲାଣି । ଏହି ଝଗଡା ହେତୁ ଛାଡପତ୍ର ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଛୋଟ ଛୋଟ ପ୍ରସଙ୍ଗରେ ଲୋକମାନେ ଛାଡପତ୍ର ଦେବାକୁ ପଛଉନାହାନ୍ତି । ଛାଡପତ୍ର ସମୟରେ ସେଟେଲମେଣ୍ଟ ବା ଭରଣପୋଷଣ ପାଇଁ କଥା ହୋଇଥାଏ । ଏହି…

‘ଡନ୍ ୩’ ମୁହଁ ଖୋଲିଲେ ଇମରାନ: ହେବେନି ଖଳନାୟକ

ନୂଆଦିଲ୍ଲୀ: ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍ ୩’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି । ଫରହାନ୍ ଅଖତର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ରଣବୀର ସିଂଙ୍କୁ  ନୂଆ ଡନ୍ ଭାବରେ ଦେଖିବାକୁ ମିଳିବ । ଏଥିସହ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ମଧ୍ୟ  ଦେଖିବାକୁ ମିଳିବ…

ବିଦେଶରେ ଚମକିଲେ ଭାରତୀୟ ବଂଶୋଦ୍ଭବ, ଚିକାଗୋ ମାଗାଜିନର ଶେଷ୍ଠ ୫୦ଜଣଙ୍କ ତାଲିକାରେ ହେଲେ ସାମିଲ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବମାନେ ସାରା ବିଶ୍ଵରେ ନିଜକୁ ପ୍ରମାଣିତ କରୁଛନ୍ତି । ଭାରତରେ ଜନ୍ମ ହୋଇ ପୂରା ବିଶ୍ଵରେ ନିଜ ଜନ୍ମଭୂମୀର ନାମକୁ ଗୌରବାନ୍ଵିତ କରୁଛନ୍ତି । ସେହିପରି ଜଣେ ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣମୂର୍ତ୍ତି ବର୍ତ୍ତମାନ ଚିକାଗୋର ଶ୍ରଷ୍ଠ ୫୦ଜଣ ବ୍ୟକ୍ତିଙ୍କ…

ଇନଷ୍ଟାଗ୍ରାମରୁ ସ୍ଵାମୀଙ୍କ ନାମ ହଟାଇଲେ ଦିବ୍ୟା ଖୋସଲା, ଟି-ସିରିଜ୍ କୁ ମଧ୍ୟ ଅନଫଲୋ କଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ଦିବ୍ୟା ଖୋସଲା କୁମାର ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଫ୍ରଣ୍ଟପେଜ୍ ରେ ରହିଛନ୍ତି । ତାଙ୍କ ସ୍ୱାମୀ ଏବଂ ଟି-ସିରିଜ୍ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ କିଛି ଭଲ ଚାଲିନଥିବା ଖବର ରହିଛି । କୁହାଯାଉଛି ଯେ,…

ଏହି ଫୋଟକୁ ମିଳିଲା ଅଣ୍ଡର ୱାଟର ଫୋଟଗ୍ରାଫର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଡେନ୍ ଫୋଟଗ୍ରାଫରଙ୍କ ଏକ ଅଣ୍ଡର ଓ୍ୱାଟର ଫୋଟ ଚଳିତ ବର୍ଷ ପାଇଁ ‘ଅଣ୍ଡର ଓ୍ୱାଟର ଫୋଟଗ୍ରାଫର ଦ ଇୟର‘ ଭାବେ ପୁରସ୍କୃତ ହୋଇଛି । ଏହି ଫୋଟଗ୍ରାଫରଙ୍କ ନାଁ ହେଉଛି ଏଲେକସ୍ ଡାନସନ୍ । ଏଲେକସ୍  ପୁରସ୍କୃତ  ହୋଇ ଖୁସି ଅନୁଭବ କରିଥିବା ନେଇ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂଶୋଧକଂକୁ 'ଧନ୍ୟବାଦ' ଦେଇ ନ ହଟିଲେ ପ୍ରମାଦ ମନରେ ଜନ୍ମେ ବହୁ ଖେଦ ଭାଷାକୁ ପଡ଼ଇ ବିପଦ ଶୁଦ୍ଧତାକୁ କରିଲେ ସାଥୀ ସାର୍ଥକ କାମ କରେ ବ୍ୟକ୍ତି ଯାହା ବି ହୁଏ ତା'ର କୃତି ତା ହୁଏ ଜାତିର ସଂପତ୍ତି…

‘ଭୁଲ୍ ଭୁଲେୟାଁ-୩’: କିଆରାଙ୍କ ସ୍ଥାନରେ ଲିଡ୍ ରୋଲରେ ନଜର ଆସିବେ ତୃପ୍ତି ଡିମରି

ମୁମ୍ବାଇ: ଫିଲ୍ମ ଭୁଲ୍ ଭୁଲେୟାଁର-୨ ର ଜବରଦସ୍ତ ହିଟ୍ ପରେ ଫ୍ୟାନ୍ସ ମାନେ ପାର୍ଟ ଥ୍ରୀକୁ ଅପେକ୍ଷା କରିରହିଛନ୍ତି । ଇତି ମଧ୍ୟରେ ନିକଟରେ 'ଭୁଲ୍ ଭୁଲେୟାଁ-୩' ପାଇଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଥିବେଳେ, ଏବେ ଫିମେଲ କାଷ୍ଟଙ୍କ ରୋଲ…

ଏହି ୪ଟି ସମୟରେ ପିଅନ୍ତୁ ପାଣି, ରହିବେ ଫିଟ୍

ନୂଆଦିଲ୍ଲୀ: ଅଧିକ ମାତ୍ରାରେ ପାଣି ପିଅ, ଏହି ଶବ୍ଦ ଆମେ ପିଲାଟି ଦିନରୁ ଶୁଣି ବଡ଼ ହୋଇଛେ । ଏହାର କାରଣ ହେଉଛି ପାଣି ଆମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହାସହ ଶରୀରକୁ ଟକ୍ସିସ୍ ମୁକ୍ତ କରି ସୁସ୍ଥ ରଖିଥାଏ। ହେଲେ ଠିକ୍ ଭାବରେ ପାଣି ନ ପିଇବା ଦ୍ୱାରା ଏବଂ ଅଧିକ ପାଣି ପିଇଲେ…