Latest Odisha News

BREAKING NEWS

ଉଗ୍ର ହେଉଛି ଚାଷୀ ଆନ୍ଦୋଳନ, ପୋଲିସ ଅଧିକାରୀ ମୃତ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ଅତ୍ୟଧିକ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲିସ ଅଧିକାରୀ ହେଉଛନ୍ତି ଜିଆରପିର ଏସଆଇ…

ଡାକ୍ତରଖାନାରୁ ନିଖୋଜ ହେଲା ନବଜାତ ଶିଶୁ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ନେଇଥିବା ସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଚାଇଲ୍ଡ କେୟାର ୟୁନିଟରୁ ଜଣେ ନବଜାତ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ହସ୍ତାନ୍ତର କରିନଥିବା ନେଇ ପରିବାର ଲୋକେ ଶୁକ୍ରବାର…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ତଥା ଯୁବନେତା ଅଂଶୁମାନ ମହାନ୍ତି ଆଜି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ତାଙ୍କୁ ବରିଷ୍ଠ ବିଜେଡି ନେତାମାନେ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ…

ପେଟିଏମ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି, ଫେବୃଆରୀ ୨୯ ବଦଳରେ ଏହି ତାରିଖ ପର୍ଯ୍ୟନ୍ତ କରି ପାରିବେ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ଏହାକୁ 15 ଦିନ ବୃଦ୍ଧି କରିଛି। ରିଜର୍ଭ ବ୍ୟାଙ୍କ ଏହି ରହିତାଦେଶ ଲାଗୁ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଏହି ରହିତାଦେଶ କାର୍ଯ୍ୟକାରୀ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ…

ସୀମାଙ୍କ ପାଇଁ ବଢିଲା ଅଡ଼ୁଆ, ପ୍ରଥମ ସ୍ୱାମୀଙ୍କ ପାଇଁ ଲଢିବେ ଭାରତୀୟ ଓକିଲ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରବୁପୁରାର ସଚିନ ମୀନାଙ୍କ ପ୍ରେମରେ ପାଗଳ ଥିବା ପାକିସ୍ତାନର ସୀମା ହାଇଦରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଏଥର ସେ ନିଜ ପାଇଁ ଏବଂ ସଚିନଙ୍କ ପାଇଁ ନୁହେଁ ବରଂ ତାଙ୍କ ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଦେଇ ସୂଚନା…

ମାହାଙ୍ଗା ଡବଲ ମର୍ଡର ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି କରିବେ ଅନ୍ୟ ଜଣେ ବିଚାରପତି । ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: କମିଟି ଅଧ୍ୟକ୍ଷ ନିଯୁକ୍ତନେଇ ୪ ସପ୍ତାହର ସମୟ ମାଗିଲେ ରାଜ୍ୟ ସରକାର

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ହାଇପାୱାର କମିଟି ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କମିଟି ଗଠନ କରିବା ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆସନ୍ତା ୪ ସପ୍ତାହର ସମୟ ମାଗିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର…

କଟକରେ ପୁଣି ଲଜ୍ଜା; ୭ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: କଟକ ଜିଲ୍ଲା ମଧୁପାଟଣା ଥାନା ଅଧୀନ ବାଲିସାହି ବସ୍ତି ନିକଟରେ ଜଣେ ୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମଧୁପାଟଣା ଥାନାରେ ଉକ୍ତ ନାବାଳିକାଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ମୁତାବକ,…

ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡୀ । ପ୍ରଥମେ ରାଜ୍ୟପାଳ ରେଡ୍ଡୀ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରୀ ରେଡ୍ଡୀ ସପରିବାର ସହ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଂଚିବା ପରେ ତାଙ୍କୁ ଶ୍ରୀମନ୍ଦିର ଓ…