Latest Odisha News

BREAKING NEWS

‘ପିଏମ ସୂର୍ଯ୍ୟ ଘର’ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:'ପିଏମ ସୂର୍ଯ୍ୟ ଘର' ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ମଙ୍ଗଳବାର ସେ ଏହି ଯୋଜନାକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ୭୫ ହଜାର କୋଟି ନିବେଶ ଦ୍ବାରା ଏକ କୋଟି ଘର ଉପରେ ରୁଫ୍‌ଟପ୍‌ ସୋଲାର…

ବିଜେପିରେ ମିଶିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କହିଲେ ଆଜି ମୋର ନୂଆ ରାଜନୈତିକ କ୍ୟାରିୟର…

ମୁମ୍ବାଇ: କାଲି ଛାଡିଥିଲେ ହାତ, ଆଜି ଧରିଲେ ପଦ୍ମ। ମହାରାଷ୍ଟ୍ର ରାଜନୀତିରେ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା। ସେବି ନିର୍ବାଚନ ଠିକ୍ ପୂର୍ବରୁ। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। କଂଗ୍ରେସ…

ବସନ୍ତ ପଞ୍ଚମୀର ଏହି ଶୁଭ ଅବସରରେ ପ୍ରସ୍ତୁତ କରନ୍ତୁ ଏହି ପାରମ୍ପାରିକ ଖାଦ୍ୟ

ଭୁବନେଶ୍ଵର: ବସନ୍ତ ପଞ୍ଚମୀ କେବଳ ବସନ୍ତ ଋତୁ ଆଗମନର ଉତ୍ସବ ନୁହେଁ, ବରଂ ସ୍ୱାଦିଷ୍ଟ ପାରମ୍ପାରିକ ଖାଦ୍ୟ ଉପଭୋଗ କରିବାର ଏକ ବିଶେଷ ସୁଯୋଗ ଅଟେ | ଆପଣ ସୋରିଷ ଶାଗ ସହ ମକା ରୁଟି ହେଉ କିମ୍ବା ମାଲପୁଆ ପରି ସୁଗନ୍ଧିତ ମିଠା ଖାଦ୍ୟ ହେଉ, ବସନ୍ତ ପଞ୍ଚମୀ ସହିତ ଜଡିତ ଏହି ପାରମ୍ପାରିକ ଖାଦ୍ୟ…

ବେଙ୍ଗ ସାହାଯ୍ୟରେ ଜଣା ପଡୁଥିଲା ମହିଳା ଗର୍ଭବତୀ ଅଛନ୍ତି ନା ନାହିଁ, ଜାଣନ୍ତୁ ଏହାର ପଦ୍ଧତି

ଭୁବନେଶ୍ଵର: ଟେକ୍ନୋଲୋଜି କ୍ଷେତ୍ରରେ ଆଜି ବିଶ୍ୱ ବହୁତ ଆଗରେ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଯେତେବେଳେ କୌଣସି ପ୍ରଯୁକ୍ତିବିଦ୍ୟା ନଥିଲା ସେତେବେଳେ ଲୋକମାନେ କିପରି ନିଜ ଜୀବନ ବଞ୍ଚୁଥିଲେ । ମା’ ହେବା ସବୁ ମହିଳାଙ୍କ ପାଇଁ ସବୁଠାରୁ ବଡ ସ୍ୱପ୍ନ । ଆଜିକା ଯୁଗରେ ଗର୍ଭଧାରଣକୁ…

ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ରାଜ୍ୟ ସରକାରଙ୍କୁ ଶିବରାଜଙ୍କ ଟାର୍ଗେଟ

ଭୁବନେଶ୍ୱର:ବିଜେଡିି ସରକାର ଉପରେ ଗର୍ଜିଲେ ଶିବରାଜ। କହିଲେ ଓଡିଶାରେ ଆଉଟସୋର୍ସିଂ ସରକାର। ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ୍ । ବେଲଗାମ୍ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି।…

ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩: ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ…

ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମର ପ୍ରତୀକ ଏହି ପ୍ରେମ ମନ୍ଦିର

ଲକ୍ଷ୍ନୌ: ମଥୁରା, ଭଗବାନ ଶ୍ରୀକୃଷ୍ଣଙ୍କ କ୍ରୀଡା ସ୍ଥଳୀ ଭାବରେ ଜଣାଶୁଣା ବୃନ୍ଦାବନରେ ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କ ପ୍ରେମର ଅଗଣିତ କଥା ଏବଂ କାହାଣୀ ଶୁଣିବାକୁ ମିଳେ। ଏଥି ସହିତ, ଶ୍ରୀମନ୍ଦିରର ପ୍ରେମ ମନ୍ଦିର ଏପରି ଯେ ଏହା ଅବିସ୍ମରଣୀୟ ପ୍ରେମର ପ୍ରତୀକ | ବୃନ୍ଦାବନର 'ପ୍ରେମ…

ଏଟିଏମ୍‌ ଭ୍ୟାନ୍‌ରୁ ଦେଢ କୋଟି ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ: ଜବତ ହେଲା ୬୪ ଲକ୍ଷ, ୭ ଗିରଫ

କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏକ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ । ଲୁଟ୍‌ କରିଥିବା ଗ୍ୟାଙ୍ଗକୁ ଧରିଛି କଟକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ଖବର ଅନୁଯାୟୀ, ୨୦୨୩…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଅର୍ଥ ମନ୍ତ୍ରୀ…

ବନ୍ଦ ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, କଙ୍ଗନାଙ୍କ ସହ ଏହି ଫିଲ୍ମରେ ଆସିଥିଲେ ନଜର୍

ଲକ୍ଷ୍ନୌ: ବନ୍ଦ ଘରୁ ମିଳିଲା ୟୁପି ସୁଲତାନପୁରର ସ୍ଥାନୀୟ ଗାୟକ ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଝୁଲନ୍ତା ମୃତଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲ୍ଲିକା ତାଙ୍କ ସୁଲତାନପୁରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମଲ୍ଲିକାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…