Latest Odisha News

BREAKING NEWS

ଦେଶରେ ଥିବା ୧୦ଟି କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ରହିଛି: କେନ୍ଦ୍ର ସରକାର

ଭୁବନେଶ୍ୱର: ଗୁରୁବାର ଦିନ ଭାରତ ସରକାର ରାଜ୍ୟସଭାରେ ଦେଇଥିବା ଏକ ବୟାନରେ ଦେଶରେ ୧୦ଟି କଳାବାଘ (ମେଲାନିଷ୍ଟିକ୍ ଟାଇଗର୍) ଥିବା ନେଇ ପ୍ରକାଶ କରିଛନ୍ତି। ଏହି ସମସ୍ତ ବାଘ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ସ୍ୱତନ୍ତ୍ର ଭାବେ ଦେଖିବାକୁ ମିଳନ୍ତି ବୋଲି କୁହାଯାଇଛି। ସଂସଦର…

ଯାଜପୁରର ପୂର୍ବତନ ସିଡିଏମଓଙ୍କୁ ଛୁରା ମାଡ଼, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଭୋର୍ ସମୟରେ ଉଠିଥିଲେ ଠାକୁର ସେବା କରିବାକୁ। ଏଥିପାଇଁ ଘର ବାହାରେ ଥିବା ଠାକୁର ଘରକୁ ଯାଇଥିଲେ। କିନ୍ତୁ ପୂର୍ବରୁ ଛକି ବସିଥିବା ଦୁର୍ବୃତ୍ତ ଭିଆଇଛନ୍ତି ଲଙ୍କାକାଣ୍ଡ । ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ତଥା ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରଘୁନାଥ ପାଢ଼ୀଙ୍କୁ…

ସୀମାନ୍ତରେ ଲାଲ ଆତଙ୍କ: ବିସ୍ଫୋରଣ ରେଲୱେ ଟ୍ରାକ ଉଡ଼ାଇ ଦେଲେ ନକ୍ସଲ

ରାଉରକେଲା:ସୀମାନ୍ତରେ ଲାଲ ଆତଙ୍କ । ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିବାବେଳେ ବିଳମ୍ବିତ ରାତିରେ ବିସ୍ଫୋରଣରେ ଉଠାଇ ଦେଇଛନ୍ତି…

ରାଉରକେଲା ନିକଟରେ ରେଳଧାରଣା ଉଡାଇ ଦେଲେ ମାଓବାଦୀ

ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ଓ ମନୋହରପୁର ରେଳ ଷ୍ଟେସନ୍ ମଝିରେ ଥିବା ବିନୁଆଁ ଗ୍ରାମରେ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେବା ପରେ ହାଓ୍ୱଡା-ନାଗପୁର-ମୁମ୍ବାଇ ରେଳପଥରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିସ୍ଫୋରଣ ସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର…

‘ନବଜୋତ ସିଂହ ସିଦ୍ଧୁ ବାରୁଦ, ତାଙ୍କୁ ଦଳରୁ ତୁରନ୍ତ ବାହାର କରାଯାଉ’

ନୂଆଦିଲ୍ଳୀ: ପଞ୍ଜାବରେ ୨୦୨୨ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ରାଜ୍ୟ କଂଗ୍ରେସ ବିବାଦ ଲାଗି ରହିଛି । ଏପରିକି ଦଳରେ ଗୋଷ୍ଠୀବାଦ ବି ଦେଖା ଦେଇଛି । ଏପରି ବିବାଦ ମଧ୍ୟରେ  ଗୋଟିଏ ଦଳ ନବଜୋତ ସିଂହ ସିଦ୍ଧୁଙ୍କୁ ବାରୁଦ ବୋଲି…

ଭାଷା ଭାଗବତ : ଜ୍ଞାନର ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏଠାରେ କାହାକୁ ପଚାରି କିଏ ବା କେତେ ଜାଣିପାରି ହୋଇବ ସତରେ ନିଶ୍ଚିତ ଏହା ତ ନୁହେ ସୁନିଶ୍ଚିତ ଦଶ ବହିରେ ଦଶ କଥା ପଢ଼ିଲେ ଘୂରିଯାଏ ମଥା ପ୍ରତ୍ୟେକେ ଭିନ୍ନ ଭିନ୍ନ ମତ କରିଥାଆଂତି ପ୍ରକାଶିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀକୃଷ୍ଣ ସ୍ୱୟଂ ଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳାମୟ ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ କିଛି ଶାସ୍ତ୍ର ବର୍ଣ୍ଣିତ କରିଛି । କିନ୍ତୁ ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କୁ ସ୍ୱୟଂ ଭଗବାନ ବୋଲି ସ୍ୱୀକାର କରାଯାଇଛି ।…

ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ ନକଲ ପ୍ରସଙ୍ଗ: ରାହୁଲଙ୍କ ଉପରେ ଦୋଷ ଲଦିଲେ ମମତା!

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ନକଲ କରିବା ଘଟଣାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ନିନ୍ଦା କରିଛନ୍ତି। ଏହା ଅସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ସେ ସଫେଇ…

ନିର୍ବାଚନ କମିଶନର ନିଯୁକ୍ତି ବିଲ୍ ପାରିତ, ଉପସ୍ଥିତ ନଥିଲେ ବିରୋଧୀ ସଦସ୍ୟ

ନୂଆଦିଲ୍ଲୀ: ଲୋକସଭା ସିଇସି (ମୁଖ୍ଯ଼ ନିର୍ବାଚନ କମିଶନର) ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର ବିଲ୍କୁ ପାରିତ କରିଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳର ଦୁଇ ତୃତୀୟାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ଏହାପୂର୍ବରୁ ରାଜ୍ଯ଼ସଭା ସିଇସି ଏବଂ ଅନ୍ଯ଼ାନ୍ଯ଼ ନିର୍ବାଚନ କମିଶନର…

ନକଲି ସିମ୍ କିଣିଲେ କିମ୍ବା ବିକିଲେ ଭୋଗିବେ ଜେଲ ଦଣ୍ଡ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ସରକାର ଦେଶରେ ନକଲି ସିମ୍ କାର୍ଡ ମାଧ୍ଯ଼ମରେ ଠକେଇ ଏବଂ ଅନ୍ଯ଼ାନ୍ଯ଼ ସମାନ ଅପରାଧ ଉପରେ କାର୍ଯ୍ଯ଼ାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଟେଲିକମ୍ ବିଲ୍ ୨୦୨୩ ସଂସଦର ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲରେ ନକଲି ସିମ୍ କିଣିବା ପାଇଁ ତିନି ବର୍ଷ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା…