Latest Odisha News

ରାଉରକେଲାରେ ହଇଜା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ହଜାରରୁ ଅଧିକ ଆକ୍ରାନ୍ତ…

ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରାର ୨ୟ ଚରଣ: ଏଥର ଉତ୍ତର ଭାରତ ଉପରେ ଫୋକସ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଜେପିକୁ ମାତ ଦେବାପାଇଁ ସଜବାଜ ହେଲାଣି  । ଏହିକ୍ରମରେ ଇଣ୍ଡିଆ ମେଣ୍ଟ ସବୁ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରିଛି । ଏପଟେ କଂଗ୍ରେସ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ…

ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା: ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ, ଭୋଟ ବି ଦେଇ…

ୱାଶିଂଟନ:ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ । ହେଲେ ତା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା ।  କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ କାର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ଏହି ରାୟ ଅନୁସାରେ କୋର୍ଟ ଡୋନାଲ୍ଡ ଟ୍ରମ୍ପଙ୍କୁ…

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କଲେ ଗୁଜୁରାଟର ଭକ୍ତ

ପୁରୀ: ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଅର୍ପଣ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଅର୍ପଣ କରିଛନ୍ତି । ଏହା ପ୍ରାୟ ଏକ କିଲୋ ୭୫ଗ୍ରାମ ଓଜନର । ଆଉ ଏହି ସୁନାର ମୂଲ୍ୟ…

ଥଣ୍ଡା, ଜ୍ୱର ହେଲେ କରାନ୍ତୁ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲାଣିି କରୋନା । ଥଣ୍ଡା, ଜ୍ୱର ଓ କାଶ ହେଲେ ତୁରନ୍ତ କରୋନା ଟେଷ୍ଟ କରାନ୍ତୁ । କରୋନାର ସବ୍‌ଭ୍ୟାରିଏଣ୍ଟ ଜେଏନ୍ ୧ କର୍ନାଟକ ଓ କେରଳରେ ଚିହ୍ନଟ ହେବା ପରେ ପୁଣି ଭୟ ବଢ଼ିଛି । ଏହାକୁ ନେଇ ଲୋକେ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର…

ନିର୍ବାଚନ ଲଢ଼ିବେ କଙ୍ଗନା; ସ୍ପଷ୍ଟ କଲେ ବାପା

ନୂଆଦିଲ୍ଲୀ: ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ତାଙ୍କ ବାପା ଅମରଦୀପ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି । କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି । ତେବେ ଝିଅ କଙ୍ଗନା କେଉଁ…

ତେଲେଙ୍ଗାନାରୁ ନିର୍ବାଚନ ଲଢିପାରନ୍ତି ସୋନିଆ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ତେଲେଙ୍ଗାନା ବିଧାନସଭା ନିର୍ବାଚନର ବିଜୟରେ ଉତ୍ସାହିତ ହୋଇ ସ୍ଥାନୀୟ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିବେଦନ କରିଛନ୍ତି । ତେଲଙ୍ଗାନା…

ଡିୟୁଟି ସମୟରେ ରିଲ୍ସ କରିବା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ତୁରନ୍ତ ପରିଚିତ ହେବା ପାଇଁ ସେମାନେ ସ୍ଥାନ,କାଳ,ପାତ୍ର ଭୁଲି ଯାଉଛନ୍ତି । ଏମିତିକି ନିଜ ଜୀବନକୁ ବାଜି ଲଗାଇ ରିଲ୍‌ସ କରିବାକୁ ବି ପଛାଉ ନାହାନ୍ତି । ଏବେ ସେମିତି ୨ ଜଣ କନଷ୍ଟେବଳ ଡ଼ିୟୁଟିରେ ଥାଇ ରିଲ୍ସ କରିବା…

୧୪୧ ଏମପି ହୋଇଛନ୍ତି ନିଲମ୍ବିତ, ହେଲେ ସେମାନଙ୍କୁ ମିଳିବ ପୂରା ଦରମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଦ୍ୱାଦଶ ଦିନରେ ପହଞ୍ଚିଛି । ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବିରୋଧୀ ଏମପିମାନେ ସଂସଦ ଭିତରୁ ଏବଂ ଗୃହର ଫାଟକ ଓ ପରିସରରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଲୋକସଭା ଓ ରାଜ୍ୟସଭାର…

ଫୋନ କରି ହଇରାଣ କଲେ ଦେବାକୁ ପଡିବ ୨ ଲକ୍ଷ ଯାଏଁ ଜରିମାନା

ନୂଆଦିଲ୍ଲୀ : ଏଣିକି ଆଉ କେହି ଫୋନ କରି କାହାକୁ ହଇରାଣ ହରକତ କରିପାରିବେନି । କାରଣ ଭରିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଯଦି କେହି ବିନା କାରଣରେ ଫୋନ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ…