Latest Odisha News

BREAKING NEWS

ଡିସେମ୍ବର ୧୭ ଓ ୧୮ରେ ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଜ୍ୟର ଗସ୍ତରେ ଯାଇ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ…

ଆଇଟି ରେଡ୍ ପରେ ଧୀରଜଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ଖାରଜ କଲେ ବିକ୍ରମ

ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି,…

ଏହି ୭ଜଣ ସେଲିବ୍ରିଟି ହେଉଛନ୍ତି ବଲିଉଡର ସବୁଠାରୁ କଞ୍ଜୁସ୍ ଷ୍ଟାର, ପଞ୍ଚମ ବ୍ୟକ୍ତିଙ୍କ ନାଁ ଶୁଣିଲେ ହୋଇଯିବେ…

ଭୁବନେଶ୍ଵର: ଅନେକ ବଲିଉଡ ତାରକା ଅଛନ୍ତି ଯେଉଁମାନେ ପଇସା ସଞ୍ଚୟ କରିବାକୁ ଭଲ ପାଆନ୍ତି | ସେହିପରି କେତେକ ତାରକା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେତେକ ତାରକା ସପିଙ୍ଗ କରିବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ଲୋକ ନିଜ ଜୀବନ କାଳରେ ବହୁତ ଟଙ୍କା ରୋଜଗାର…

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

୮୬ ବର୍ଷ ବୟସରେ ଆଖିବୁଜିଲେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବ 

ନୂଆଦିଲ୍ଲୀ: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ତାଙ୍କର ପରଲୋକ ଘଟିଛି। ଭାଇ ଶେଖ ସବାଙ୍କର…

ଆୟକର ରେଡ: ଧୀରଜଙ୍କ ସଫେଇ ପରେ ବି ପ୍ରସଙ୍ଗରେ ପଡୁନି ପୂର୍ଣ୍ଣଛେଦ, ଧୋଇଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମଦ ବ୍ୟବସାୟୀ ତଥା ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସଫେଇକୁ ନେଇ ଏବେ ତେଜିଲା ବୟାନବାଜି। ଆୟକର ରେଡର ସପ୍ତାହେ ପରେ ଜବତ ଟଙ୍କାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରି ଆସୁଛି। ଏହାରି ଭିତରେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଗତକାଲି ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହ…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପାଇଁ ସର୍ତ ରଖିଥିଲେ ହାର୍ଦ୍ଦିକ, ରୋହିତ ଜାଣିଥିଲେ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯିବ ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ମୁତାବକ ଗୁଜରାଟ ଟାଇଟାନ୍ସର ପୂର୍ବ ଅଧିନାୟକ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଂଚାଇଜଙ୍କ ନିକଟରେ କେତେକ ସର୍ତ ରଖିଥିଲେ । ଏହା…

୧୩ଟି ଜିଲ୍ଲାର ୮୦ ହଜାର ହେକ୍ଟର ଜମିକୁ ମିଳିଲା ପାଣି, ୫୯ଟି ପ୍ରକଳ୍ପକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦…

ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ…

ବିବାହ ଭୋଜିରୁ ଫେରିବା ବେଳେ କାର୍-ଟ୍ରକ୍ ଧକ୍କା, ୬ ମୃତ 

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେଇ ଫେରିବା ବେଳେ ଜଗି ରହିଥିଲା ମୃତ୍ୟୁ। କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ନାଗପୁର କାଟୋଲ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ନାଗପୁର ଜିଲ୍ଲା…