Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବମନ୍ତ୍ରମୟ ସ୍ଵରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଅଣସର ସେବା ଚାଲିଛି ଆଜି ଏତିକି କହିବି ଯେ ମହାପ୍ରଭୁ ରୂପ ଓ ଅରୂପ ର ସମନ୍ୱୟ ବିଗ୍ରହ । ସେ ସର୍ବମନ୍ତ୍ରମୟ ସ୍ୱରୂପ। ତାଙ୍କର ଶରୀରର ଉପଚାର ଚାଲିଛି।…

୧-୧ ରେ ଟି-ଟ୍ବେଣ୍ଟି ସିରିଜ ବରାବର, ୧୦୬ ରନରେ ବିଜୟୀ ହେଲା ଭାରତ

ଜୋହାନ୍ସବର୍ଗ: ଡିସେମ୍ବର ୧୪ ତାରିଖ ଗୁରୁବାର ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଭଲ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳ ଦେଖିବାକୁ ମିଳିଥିଲା। ଯାହାର ଫଳସ୍ୱରୂପ ଶୃଙ୍ଖଳା ୧-୧ରେ ରହିଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଜୋହାନେସବର୍ଗରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୧୦୬ ରନରେ…

ସଂସଦରେ ଆତଙ୍କ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ସଂସଦରେ ଆତଙ୍କ ସୃଷ୍ଟି କରିବା ମାମଲାର ମାଷ୍ଟର ମାଇଣ୍ଡ ଗିରଫ। ଦିଲ୍ଲୀ ପୋଲିସ ଲଳିତ ଝାକୁ ଦିଲ୍ଲୀରୁ ଗିରଫ କରିଛି। ଲଲିତ ଝା ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଦୁଇ ଜଣ ଯୁବକ ଲୋକସଭା ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ରଙ୍ଗିନ ଧୂଆଁ ସ୍ପ୍ରେ ଛାଡ଼ୁଥିବା ଦେଖିବାକୁ…

ପାକସ୍ତାନରେ ମିଳୁଛି ଟମାଟୋ ପରି ଏକ ଫଳ, ଯାହାର ନାଁ ହେଉଛି ଜାପାନୀ

ନୂଆଦିଲ୍ଲୀ: ପାକିସ୍ତାନର ବଜାରରେ ମିଳୁଛି ଏକ ଭିନ୍ନ ଫଳ | ଯାହା ପୁରାପୁରି ଟମାଟୋ ପରି ଦେଖାଯାଏ, କିନ୍ତୁ ଏହା କୌଣସି ପରିବା ନୁହେଁ । ଏହା ହେଉଛି ଏକ ପ୍ରକାରର ଫଳ | ଟମାଟୋ ପରି ଦେଖାଯାଉଥିବା ଏହି ଫଳକୁ ଜାପାନୀ ଫଳ ବା ଅମରଫଳ କୁହାଯାଏ | ଏହି ଫଳ ଶରୀର ପାଇଁ ବହୁତ ଲାଭଦାୟକ ଅଟେ | …

ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ମାତ୍ର ୫୬ ବଲରେ ୭ ଚୌକା ଓ ୮ ଛକା ସହାୟତାରେ ୧୦୦ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ଯଶସ୍ୱୀ ଜୈସୱାଲ ୪୧ ବଲରୁ…

ଜାମିନ ବାବଦକୁ ସିସୋଦିଆଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ବାବଦ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଅକ୍ଟୋବର ୩୦ରେ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ନଭେମ୍ବର ୨୯ରେ ସିସୋଦିଆଙ୍କ ପକ୍ଷରୁ ରିଭ୍ୟୁ…

ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ, ନଳକୂପ ଖନନ ପାଇଁ ଚାଲିଛି ଆବେଦନ

ନବରଙ୍ଗପୁର: ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ ।   କରୁଛନ୍ତି ଚାଷୀ । ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମରେ ଚାଷୀଙ୍କ ଜମିକୁ ଗଭୀର ନଳକୂପ ମାଧ୍ୟମରେ ଜଳସେଚିତ କରିବା ପାଇଁ ଚଳିତମାସ ଡିସେମ୍ବର ୪ ତାରିଖରୁ ୧୬ ତାରିଖ…

ଭଡ଼ା ଘର ଦେବା ନାଁରେ ଓଏଲଏକ୍ସରେ ଠକେଇ ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର: ମନମୁଖୀ ଭଡ଼ା ବିଜ୍ଞାପନ ଦେଇ ସମ୍ଭାବ୍ୟ ଭଡ଼ାଟିଆଙ୍କୁ ଶୋଷଣ କରୁଥିବା ଜଣେ ଠକକୁ ଧରିଛି ଭୁବନେଶ୍ୱର କମିସନରେଟ୍ ପୁଲିସ। ଯାଜପୁର ସଦରର ଧୀରେନ୍ଦ୍ର କୁମାର ଜେନା (୩୭) ମୁଖ୍ୟତଃ ଓଏଲଏକ୍ସ ପ୍ଲାଟଫର୍ମରେ ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ଘର ଦେବାର ପ୍ରତିଶ୍ରୁତି ଦେଇ…

ଆଜି ଦେଖାଯିବ ମହାଜାଗତିକ ଦୃଶ୍ୟ: ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ

ନୂଆଦିଲ୍ଲୀ: ଆଜି ସୃଷ୍ଟି ହେବ ମହାଜାଗତିକ ଘଟଣା । ପୃଥିବୀ ଉପରେ ବହୁସଂଖ୍ୟକ ଉଲକାପାତ ହେବ । ପ୍ରତି ଘଣ୍ଟାରେ ୧୨୦ରୁ ଅଧିକ ଉଲକାପାତ ହେବ। ୩୨୦୦ ଫେଥନ ନାମକ କ୍ଷୁଦ୍ର ଗ୍ରହରୁ ଜାତ ଉଲକାପିଣ୍ଡ ପୃଥିବୀ ମୁହାଁ ହେବ । ପୃଥିବୀ ଜେମିନିଡର ନିକଟତର ହେବା ମାତ୍ରେ ଉଲକାପାତ ଦୃଶ୍ୟମାନ ହେବ ।…

ଓଡ଼ିଶା ଭ୍ରମଣରେ ଆସିଥିବା ଫ୍ରାନ୍ସ ପର୍ଯ୍ୟଟକଙ୍କୁ ବାଟବଣା କଲା ଗୁଗୁଲ ମ୍ୟାପ

ସୋର: କେବଳ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କଲେ କେବେ କେବେ ଆପଣ ବିପଥଗାମୀ ହୋଇପାରନ୍ତି। ଯାହା କୋଲକାତା ଯିବାକୁ ଲକ୍ଷ୍ୟ ରଖିଥିବା ଫ୍ରାନ୍ସ ପର୍ଯ୍ୟଟକ ମାର୍ଶଲଙ୍କ କ୍ଷେତ୍ରରେ ଘଟିଛି। ସେ ଗୋପାଳପୁର ଜଳପ୍ରପାତକୁ ଯିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଥିଲେ କିନ୍ତୁ ସିନ୍ଧୁଆ…