ଏହି ଦେଶରେ ପିଆଜ, କ୍ୟାଟଫିଶ ଖାଇଲେ ଭୋଗିବେ ଜେଲ ଦଣ୍ଡ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ରହିଛି । ତେବେ ଆମେରିକାର ନେଭାଦାରେ ଏକ ୧୧ ଏକର ବିଶିଷ୍ଟ ଛୋଟ ଦେଶ ରହିଛି । ଏହାକୁ ଗ୍ରାଣ୍ଡ ରିପବ୍ଲିକ ଅଫ ଗୋଲ୍ଡଷ୍ଟିନ କୁହାଯାଇଥିଲା । ଏବେ ମୋଲେସିଆ ଗଣରାଜ୍ୟ ଭାବେ ଏହା ପରିଚିତ । ୧୯୭୭ରେ ଏହାର ସ୍ଥାପନ କରାଯାଇଥିଲା । ୧୧ ଏକର ବିଶିଷ୍ଟ ଏକ ଦେଶରେ…