ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟର ୫ଟି ଫ୍ଲାଟ୍ ରୁ ଲୁଟ୍, ତଦନ୍ତ ଜାରି
ଭୁବନେଶ୍ୱର: ରାଜଧାନୀରେ ଥମୁନି ଲୁଟ୍ ଘଟଣା । ଦିନକୁ ଦିନ ଏହା ବଢିବାରେ ଲାଗିଛି । ଏବେ କିଛି ଦିନ ହେବ ଲୁଟେରାଙ୍କ ଟାର୍ଗେଟରେ ରହିଛି ଭୁବନେଶ୍ବରର ବଡ ବଡ ଆପାର୍ଟମେଣ୍ଟ । ଲୋକେ ପୂର୍ବରୁ ଆପାର୍ଟମେଣ୍ଟରେ ରହିବାକୁ ଅତି ସୁରକ୍ଷିତ ମନେ କରୁଥିବାବେଳେ, ଏବେ କିନ୍ତୁ ଏହାକୁ ଅସୁରକ୍ଷିତ ମନେ…