Latest Odisha News

BREAKING NEWS

ବାଳିକା ୧୪ ବର୍ଷରୁ କମ ଟେନିସ: ଓଡିଶାର ଆହାନ ଏକ ନମ୍ବର

ଭୁବନେଶ୍ୱର: ବାଳିକା ୧୪ ବର୍ଷରୁ କମ ଟେନିସ ଖେଳାଳିଙ୍କ ନୂତନ ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଓଡିଶାର ଉଦୀୟମାନ ଖେଳାଳି ଆହନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଇଟା ପକ୍ଷରୁ ଜାରୀ ର‌୍ୟାଙ୍କିଙ୍ଗରେ ସେ ୧୨୫୯.୨୫ ପଂଏଟ ହାସଲ କରିଥିଲେ । ୧୩ ବର୍ଷୀୟା ଆହନ ନିକଟରେ ୨ଟି ଟାଇଟଲ ହାସଲ…

ଡିସେମ୍ବର ୧୭ରେ ସୈନିକ ସ୍କୁଲରେ ଆୟୋଜିତ ହେବ ଷଷ୍ଠ ବିଜୁ ମାରାଥନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖ ସକାଳ ୬ ଟା ରେ ସୈନିକସ୍କୁଲ ଏବଂ ଓଏମ୍‌ସି ମିଳିତ ଅନୁକୂଲ୍ୟରେ ଷଷ୍ଠ ବିଜୁ ମାରାଥନ ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତାରେ ସ୍କୁଲର ୬୦୦ କ୍ୟାଡ଼େଟ୍‌, ଦୁଇ ଶହ ପୂରାତନ ଛାତ୍ର, ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀଙ୍କୁ ମିଶାଇ…

ଆରବିଆଇର ରେପୋରେଟ୍ ଅପରିବର୍ତ୍ତିତ, UPI ଟ୍ରାଞ୍ଜାକ୍ସନ ସୀମା ୫ ଲକ୍ଷକୁ ବୃଦ୍ଧି 

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ପଞ୍ଚମ ଥର ଲାଗି ରେପୋରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅନ୍ୟାନ୍ୟ ବ୍ୟାଙ୍କକୁ ଯେଉଁ…

ଗମ୍ଭୀରଙ୍କ ସହ ବିବାଦକୁ ନେଇ ଏଲଏଲସି କମିଶନର ଶ୍ରୀସନ୍ଥଙ୍କ ନିକଟକୁ ପଠାଇଲେ ଲିଗାଲ ନୋଟିସ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ସହ ମୁହାଁମୁହିଁ ହେବା ଏସ.ଶ୍ରୀସନ୍ଥଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଚଳିତ ଲିଜେଣ୍ଡ ଲିଗ କ୍ରିକେଟରେ ଗୌତମ ଗମ୍ଭୀର ଓ ଏସ ଶ୍ରୀସନ୍ଥଙ୍କ ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବା ନେଇ ଏଲଏଲସି କମିଶନର…

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ତାଳଚେରରେ ଉଦଘାଟିତ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ। ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୩୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ…

୩ ବର୍ଷ ପରେ ଫେରିଲା ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ

ଭୁବନେଶ୍ୱର: ୩ ବର୍ଷ ପରେ ଫେରିଛି ନାଲକୋ ଓପନ ଟେନିସ ଟୁର୍ଣ୍ଣାମେଂଟ । କଳିଙ୍ଗ ଷ୍ଟାଡିୟମର ଟେନିସ ସେଂଟରରେ ଏହା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ଟେନିସ ଆସୋସିଏଶନ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଉଦଘାଟନର ଉତ୍ସବରେ କ୍ରୀଡା ଓ ଯୁବ ବିଭାଗ ମନ୍ତ୍ରୀ ତୁଷାରକାନ୍ତି…

ସ୍ୱତନ୍ତ୍ର ରାମ୍ପ୍ ଯୋଗେ ଜଗା ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ

ପୁରୀ: ଏଣିକି ସହଜ ହେବ ଦିବ୍ୟାଙ୍ଗ ଭକ୍ତଙ୍କ ଜଗା ଦର୍ଶନ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଦିବ୍ୟାଙ୍ଗ ଭକ୍ତମାନେ ସ୍ୱତନ୍ତ୍ର ଭାବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବରୁ ଏନେଇ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ବୈଠକ କରିଥିବା ବେଳେ ଆଜି ନୀତି…

୩.୩୩ କୋଟି ବ୍ୟାଙ୍କ ଦୁର୍ନୀତି ମାମଲା, ୨ ଜଣଙ୍କୁ ବାନ୍ଧିଲା EOW 

ଭୁବନେଶ୍ବର: ୩ କୋଟି ୩୩ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ପୂର୍ବତନ ଏଗ୍ରିକଲଚର ଫାଇନାନ୍ସ ଅଫିସରଙ୍କୁ EOW ଗିରଫ କରିଛି । ଗିରଫ ହୋଇଥିବା ତତ୍କାଳୀନ…

ନୀତି ସବ୍ କମିଟି ବୈଠକ: ଧନୁ ସଂକ୍ରାନ୍ତିରେ ଦେବାଭିଷେକ ନୀତି ନିର୍ଘଣ୍ଟକୁ ଚୂଡାନ୍ତ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆସନ୍ତା ୧୬ ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଏଥିସହ ଜାନୁୟାରୀ ୨୫…

ବିଜେଡି ଶାସନରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି…