Latest Odisha News

BREAKING NEWS

ବିବିସିର ଚେୟାରମ୍ୟାନ୍ ହେବେ ସମୀର ଶାହା, ବାର୍ଷିକ ଦରମା ୧.୬୭କୋଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବ୍ରିଟେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମ ହୋଇଥିବା ୭୧ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେସନର ସିଇଓ ଅଛନ୍ତି। ବିବିସି…

ରାଜ୍ୟରେ ବଡ ଧରଣର ଆଇଟି ରେଡ୍: ମଦ ଫ୍ୟାକ୍ଟ୍ରୀ ରୁ ୨ ଶହ ରୁ ଉର୍ଦ୍ଧ୍ବ ଟଙ୍କା ଜବତ

ବଲାଙ୍ଗୀର/ସମ୍ବଲପୁର/ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଚାଲିଛି ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀ ମାନଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ମଦ ପ୍ରସ୍ତୁତକାରୀ କମ୍ପାନୀ ଟିକସ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ବର ସ୍ଥିତ ବୌଦ୍ଧ…

‘ମୁଁ ମୋଦି, ମୋଦିଜୀ ନୁହେଁ…ମୋଦିଜୀ କହି ମୋତେ ଦୂରେଇ ଦିଅନି’

ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜୟ ମୁକୁଟ ପିନ୍ଧିବା ପରେ ଏବେ ଖୁସିରେ ଗଦଗଦ ବିଜେପି । ସବୁ ବିଜେପି ନେତା ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଉଛନ୍ତି ।ଆଜି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେପି ସାଂସଦମାନେ ଜୋରଦାର ସ୍ୱାଗତ କରିଥିଲେ ।…

ଅଷ୍ଟ୍ରେଲିଆନ ଓପନ ଟେନିସ: ନାଡାଲ, ନାଓମିଙ୍କ ପ୍ରତ୍ୟାବର୍ତନ

ମେଲବୋର୍ଣ୍ଣ: ସ୍ପେନର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ ଅଷ୍ଟ୍ରେଲିଆ ଓପନ ୨୦୨୪ ଖେଳିବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆ ଓପନ ୱେବସାଇଟରେ ସମସ୍ତ ଅଂଶଗ୍ରହଣକାରୀ ଖେଳାଳିଙ୍କ ତାଲିକା ପ୍ରକାଶ କରାଯାଇଛି । ଜାପାନର ନାଓମି ଓସାକା ମଧ୍ୟ ଏହି ସଂସ୍କରଣରେ ଖେଳିବେ । ଜାନୁୟାରୀ ୧୪ରୁ ଏହା…

ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ: କହିଲା, ଜଗତଗୁରୁଙ୍କୁ ସସମ୍ମାନେ ନିମନ୍ତ୍ରଣ…

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ  ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି…

ଦୟା ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ

ଭୁବନେଶ୍ୱର: ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ଆରମ୍ଭ ହୋଇଛି ପ୍ରକିୟା । ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର…

ମୋତେ କେହି କିଛି ପଚାରୁ ନାହାନ୍ତି, ମୋତେ ଦୂରେଇ ଦେଉଛନ୍ତି-କ୍ଷୋଭ ପ୍ରକାଶ କରି କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର:ମୋତେ କୌଣସି କଥାରେ କେହି କିଛି ପଚାରୁନାହାନ୍ତି । ମୋର ପରାମର୍ଶ ନେଉ ନାହାନ୍ତି । ସମସ୍ତେ ମୋଠାରୁ ଦୂରତା ବଜାୟ ରଖୁଛନ୍ତି । ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ବା ଗଜପତି । କେହି ମୋତେ ପଚାରୁ ନାହାନ୍ତି । ଏମିତି କହି ନିଜର ଅଭିମାନ ଏବଂ କ୍ଷୋଭ…

ପୋଲିସ ରିଜର୍ଭ ଅଫିସ ପଡିଆରେ ବୀମା ସଚେତନତା ଶିବିର ଆୟୋଜିତ

ଭୁବନେଶ୍ବର: ଭୁବନେଶ୍ବର ପୋଲିସ ରିଜର୍ଭ ଅଫିସ ପଡିଆରେ ଆଜି ବୀମା ସଚେତନତା ଶିବିର ଶୁଭାରମ୍ଭ କରାଯାଇଛି । ସହରାଞ୍ଚଳ ଭୁବନେଶ୍ବର କଟକ ପୋଲିସ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ଚାରି ଦିନ ବ୍ୟାପି ଏହି ବୀମା ସଚେତନତା କାର୍ଯ୍ୟକ୍ରମ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ଦ୍ଵୈତ ନଗରୀ ପୋଲିସ…

ମାଟିରେ ମିଶିଲା ନରେନ୍ଦ୍ର ମହଲା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଉଚ୍ଛେଦ କଲା ପ୍ରଶାସନ

ପୁରୀ: ପୁରୀରେ ବର୍ତ୍ତମାନ ଜଗାଦର୍ଶନ ପାଇଁ ଯାତ୍ରୀଙ୍କ ନିମନ୍ତେ ଅନେକ ସୁବିଧା ମାନ ଗ୍ରହଣ କରାଯାଇଛି । ଅତୀତରେ ଯାତ୍ରୀମାନେ ଯେଉଁସବୁ ଅସୁବିଧା ମାନ ଭୋଗିଛନ୍ତି ତାହା ଯେପରି ପୁନରାବୃତ୍ତି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ଉନ୍ନତମାନର କାମ ହାତକୁ…