ଏକମାତ୍ର ଓଡ଼ିଆ ଭାବେ ଛତିଶଗଡ଼ ବିଧାନସଭାକୁ ପୁରନ୍ଦର ମିଶ୍ର ନିର୍ବାଚିତ
ଭୁବନେଶ୍ବର: ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ ଜୁନେଜା ଙ୍କୁ ୨୩ହଜାର…