୬୨ବର୍ଷ ପରେ ବ୍ୟକ୍ତି ଜାଣିଲେ ଦେଶର ନୁହଁନ୍ତି ନାଗରିକ, ଏବେ କୋର୍ଟ ଦୌଡ଼ୁଛନ୍ତି
ୱାଶିଂଟନ୍: ଆମେରିକାର ଉତ୍ତର ଭର୍ଜିନିଆରେ ରୁହନ୍ତି ଡ଼ାକ୍ତର ସିୟାବଶ ସୋଭାନି । ଦୀର୍ଘ ୬୨ବର୍ଷ ପରେ ସେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି । ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ ପହଞ୍ଚିଥିଲେ, ସେଠାରେ ସେ ଜାଣିବାକୁ ପାଇଥିଲେ ଯେ,…