Latest Odisha News

BREAKING NEWS

ସାମ୍ନାକୁ ଆସିଲା ‘ୱାର ୨’ର ରିଲିଜ୍ ଡେଟ୍‌, ପ୍ରଥମ ଥର ନଜର ଆସିବେ ହ୍ରିତିକ- ଦୀପିକା

ମୁମ୍ୱାଇ : ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ 'ୱାର' ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ‘ୱାର-୨ 'କୁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ 'ୱାର ୨'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୨୫ରେ…

ମାତ୍ର ଦେଢ ଘଣ୍ଟାରେ ଅପହୃତ ୬ ବର୍ଷର ଶିଶୁକୁ ଠାବ କଲା ସନ୍ଧାନୀ କୁକୁର

ମୁମ୍ବାଇ: ମାତ୍ର ଦେଢ ଘଣ୍ଟା ମଧ୍ୟରେ ଅପହୃତ ହୋଇଥିବା ୬ ବର୍ଷର ଶିଶୁକୁ ଠାବ କଲା ମୁମ୍ବାଇ ପୁଲିସର ବମ୍ ଡିସ୍ପୋଜାଲ୍ ଆଣ୍ଡ୍ ଡିଟେକ୍ସନ୍ ସ୍କାର୍ଡର ଏକ ସନ୍ଧାନୀ କୁକୁର । ଏହାକୁ ନେଇ ଏହି ସନ୍ଧାନୀ କୁକୁର ଏବେ ଚର୍ଚ୍ଚାରେ । ପିଲାଟି ଘର ବାହାରେ ଖେଳୁଥିଲା । ଏହି ସମୟରେ ଜଣେ ଅଜ୍ଞାତ…

ଜାନୁୟାରୀ ୧୯ରେ ରିଲିଜ୍ ହେବ ମେଁ ଅଟଳ ହୁଁ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଁ ଅଟଳ ହୁଁ’ ଆସନ୍ତା ଜାନୁୟାରୀ ୧୯ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ଼ ଅଭିନତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ…

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା କମ୍ପାନୀ

ହୋବାର୍ଟ: ଅଧିକାଂଶ ଲୋକ ଭଲ ଚାକିରି ଖଣ୍ଡେ ପାଇଁ ସ୍ୱପ୍ନ ଦେଖନ୍ତି । କେହି କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୁଅନ୍ତି । କିନ୍ତୁ ମଦ୍ୟପ ବା ଅପରାଧୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼େ । ହେଲେ ଏବେ ଏଭଳି ଏକ ଚାକିରିର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି,…

ବିବାହ ସମୟରେ ମିଳିଥିବା ଯୌତୁକ ଦେଖି ଲୋକେ ଆଶ୍ଚର୍ଯ୍ୟ

ବିବାହ ସମୟରେ କନ୍ୟା ଘର ପକ୍ଷରୁ ବର ଘରକୁ ଯୌତୁକ ଦେବା ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି । ଆଜି ବି ଲୋକମାନେ ଏହି ପରମ୍ପରାକୁ ଜାବୁଡ଼ି ଧରିଛନ୍ତିି । ପୁଅ ଘରର ଦାବି ମୁତାବକ ଯୌତୁକ ଦେବାକୁ ଚେଷ୍ଟା କରନ୍ତିି କନ୍ୟା ଘର ଲୋକେ । ଲୋକେ ଯେତେ ସଚେତନ ହେଲେ ବି ଏବେ ବି ଏହି ପରମ୍ପରାକୁ…

‘ସାଏଡ୍ ୨୦୨୩’ର ୭ମ ସଂସ୍କରଣ ଆୟୋଜନ, ୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକାଠି ହେଲେ

ଭୁବନେଶ୍ୱର: ରାଜ୍ୟର ୬୦ଟି ବିଦ୍ୟାଳୟର ୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଏକାଠି କରି କେ-୧୨ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହୋତ୍ସବ 'ସାଏଡ୍ ୨୦୨୩'ର ୭ମ ସଂସ୍କରଣ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଟେକ୍ ଫେୟାର, ଷ୍ଟାର୍ଟଅପ୍ ପାର୍କ, କର୍ମଶାଳା, ଛାତ୍ର ଅଧିବେଶନ, ଟିଇଡି…

ଡିସେମ୍ବର ୧ରୁ ୭ ତାରିଖ ଯାଏଁ ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯିବ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ସପ୍ତାହ ପାଳନ କରିବେ। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ପୂର୍ବ ଶୂନ୍ୟ ମୃତ୍ୟୁ ସପ୍ତାହ ଅପେକ୍ଷା ଭଲ ଫଳାଫଳ…

ଗରିବଙ୍କୁ ସହଯୋଗର ହାତ ବଢାଇଲା କେନ୍ଦ୍ର: ନିର୍ବାଚନୀ ଚାଲ କହିଲା ବିଜେଡି, ଧୋଇଦେଲା ବିଜେପି

ଭୁବନେଶ୍ୱର: ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକଟ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ। ଆଗାମୀ ସାଧାରଣ ନିର୍ବାଚନକୁ…

କୁମ୍ଭୀରକୁ ଧରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଲୋକେ ଦୌଡ଼ିଲେ

ଆଜିକାଲି ଫଟୋ ହେଉ ବା ଭିଡ଼ିଓ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଲୋକେ ଭିଡ଼ିଓ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାନ୍ତି ନାହିଁ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁମ୍ଭୀର ସାଙ୍ଗରେ ଫଟୋ ଉଠାଇବା…

ଲେଜର ସ୍କାନିଂ ବେଳେ ରତ୍ନଭଣ୍ଡାରର ବାହାର କାନ୍ଥରେ ଫାଟ ଚିହ୍ନଟ କଲା ଏଏସ୍ଆଇ

ପୁରୀ: ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ରତ୍ନଭଣ୍ଡାରର ପ୍ରଥମ ପର୍ଯ୍ୟାୟରେ ସ୍କାନିଂ ବେଳେ କେତେକ ସ୍ଥାନରେ ଫାଟ ଚିହ୍ନଟ ହୋଇଛି। ଢାଞ୍ଚାର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବାଞ୍ଚଳରେ ଫାଟ ସୃଷ୍ଟି ହୋଇଥିବା ଏଏସଆଇ ଜାଣିବାକୁ ପାଇଛି। ୧୫ ଜଣିଆ ଏଏସ୍ଆଇ ଟିମ୍ ସହ ସ୍ଥପତି ଓ ସର୍ଭେଲାନ୍ସ ଓ…