ପ୍ରଶ୍ନ ପାଇଁ ଟଙ୍କା: ଟିଏମସି ସାଂସଦଙ୍କ ବିରୋଧରେ ସିବିଆଇ ଆରମ୍ଭ କଲା ତଦନ୍ତ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ଅଡୁଆ ବଢିବାରେ ଲାଗିଛି। ବର୍ତ୍ତମାନ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବ। ଶନିବାର ସିବିଆଇ ଲୋକସଭା ସଦସ୍ୟଙ୍କ ବିରୋଧରେ ତଦନ୍ତ ପାଇଁ ଲୋକପାଲଙ୍କଠାରୁ ନିର୍ଦ୍ଦେଶ ପାଇଛି ଏବଂ ଏହା ପରେ…