Latest Odisha News

BREAKING NEWS

ମହାପଞ୍ଚୁକ ବ୍ରତ: ଆଜି ଆଡକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶ ତିଥି  । ଆଜି ପଞ୍ଚୁକର ୩ୟ ଦିନରେ ଆଡକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ  ଚୂଳ ଲାଗି କରାଯାଇଥାଏ । ମାଆ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ  ମସ୍ତକର ଶୀର୍ଷ…

ପ୍ରଶାସନ-ପୂଜକ ଆଲୋଚନ ବିଫଳ : ଆଜି ବଡ ଓଷାରେ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ ଦର୍ଶନ କଲେ ଭକ୍ତ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ୩ୟ ଦିନରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବର…

ଭାଷା ଭାଗବତ : ବିବେକ’ ଏବେ ମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଚାଂଚଲ୍ୟକର ଏ ଖବର ସର୍ବେ ଜାଣିବା ଦରକାର 'ବିବେକ' ହେଲା ଏବେ ମୃତ ଏ ସତ୍ୟ ଲୋକେ ଜାଣଂତି ତ! ଆଲୋକ ହେଲା ଅଂତର୍ହିତ କେହି ନୁହଂତି ଶୋକଗ୍ରସ୍ତ ଉଜ୍ଜ୍ବଳତାର ଅବସାନ ଯୋଗୁଁ କେ ହୋଇନି ବିଷଣ୍ଣ ଚେତାଉଥିଲା ଦିବା ନିଶି…

ଭୋଟ୍ ଦେଉଛି ରାଜସ୍ଥାନ : ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ

ନୂଆଦିଲ୍ଲୀ : ଆଜି ହେଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ  । ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି  । ଏହା ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  । ଡିସେମ୍ବର ୩ ତାରିଖରେ ଭୋଟ୍ ଗଣନା କରାଯିବ  । ୫.୨୫ କୋଟି ଭୋଟର ପ୍ରାୟ ୧୮୬୨…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପ୍ରାଣସ୍ୟ ପ୍ରାଣ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପ୍ରାଣସ୍ୟ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ସାଧାରଣ ଭାବରେ ଶରୀର ମଧ୍ଯସ୍ତ ଆତ୍ମାକୁ ପ୍ରାଣ କୁହାଯାଏ । ତେଣୁ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଉପାସନା, ଆତ୍ମା ଉପାସନା ସହ ସମାନ। ମାନବର (ଜୀବ…

ରିଲିଜ ହେଲା ଫିଲ୍ମ ‘ଆନିମଲ୍‌’ର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍‌’ର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ଚରିତ୍ରରେ ନଜର ଆସିଛନ୍ତି ।…

ଆସନ୍ତା ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩

ଭୁବନେଶ୍ୱର: ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜିତ ହେବ । ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଓଡ଼ିଶାରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ…

ଜାତୀୟ ମିଡିଆ କନକ୍ଲେଭ: ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍…

୨ୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଉଦ୍‌ଘାଟନ କରି ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁଥିରେ…

ଏନ୍‌ଏସ୍‌ଟିଆଇ ପ୍ଲସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ: ଶିକ୍ଷା ସହିତ ଦକ୍ଷତାକୁ ଗୁରୁତ୍ୱ ଦେବା ଜରୁରୀ

ଖୋର୍ଦ୍ଧା: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ପଦନପୁରଠାରେ ରାଷ୍ଟ୍ରୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନ୍‌ଏସ୍‌ଟିଆଇ) ପ୍ଲସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…