Latest Odisha News

BREAKING NEWS

ଚାନ୍ଦବାଲି ବ୍ଲକ ଘେରାଉ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି: କହିଲା, ଦୁର୍ନୀତି, ଭ୍ରଷ୍ଟାଚାରର ସୀମା ଅତିକ୍ରମ…

ଭୁବନେଶ୍ୱର / ଭଦ୍ରକ:ଓଡ଼ିଶାରେ ସବୁଠାରୁ ବଡ ଦୁର୍ନୀତି ଚିଟଫଣ୍ଡ ଦୁର୍ନୀତି । ଓଡିଶାବାସୀଙ୍କ ସହ ବିଶ୍ୱାସଘାତ କରି ୪୦ଲକ୍ଷ ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାରର ସୁରକ୍ଷା ପ୍ରଦାନ କାରଣରୁ ବିଭିନ୍ନ ଚିଟ୍‌ଫଣ୍ଡ ଘୋଟାଲାରେ…

ଘଣ୍ଟାଏ ମଧ୍ୟରେ ମନ୍ଦିର ଖୋଲ, ନଚେତ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ: ଉପଜିଲ୍ଲାପାଳ

ଆଠଗଡ: ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ । ଘଣ୍ଟାଏ ଭିତରେ ମନ୍ଦିର ଦ୍ଵାର ନ ଖୋଲାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦ୍ଦେଶ ଦେବା ସହ ମନ୍ଦିରରେ ନୋଟିସ୍…

ଦେଢ ଲକ୍ଷ ବର୍ଷ ତଳେ ମନୁଷ୍ୟ ଚପଲ ପିନ୍ଧୁଥିଲା !

କେପଟାଉନ: ପ୍ରାଚୀନ ମାନବ ଇତିହାସ ନେଇ ଏକ ଐତିହାସିକ ତଥ୍ୟ ମିଳିଛି । ଏହି ନୂତନ ତଥ୍ୟରେ ଆଜିଠାରୁ ୭୫ ହଜାରରୁ ଦେଢ଼ ଲକ୍ଷ ବର୍ଷ ମଧ୍ୟରେ ପ୍ରାଚୀନ ମନୁଷ୍ୟ ଚପଲ ପରିଧାନ କରୁଥିଲା । ଅନ୍ୟ ଅର୍ଥରେ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ ହୋଇ ନ ଥିଲେ ମଧ୍ୟ ମନୁଷ୍ୟ ସ୍ୱାସ୍ଥ୍ୟ ଓ ପରିବେଶ…

ଡାକ୍ତରରୁ ହିରୋ ହେବେ ମାଧୁରୀଙ୍କ ସ୍ୱାମୀ ! ଫିଲ୍ମରେ କରିବେ ରୋମାନ୍ସ

ମୁମ୍ବାଇ: ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଡ. ଶ୍ରୀରାମ ନେନେ ବଲିଉଡର ପାୱାର କପଲ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯେତିକି ଭଲ ସେତିକି ବେମିସାଲ ମଧ୍ୟ। ନିକଟରେ ଗୋଆରେ ଆୟୋଜିତ ଆଇଏଫଏଫଆଇ (IFFI) ୨୦୨୩ରେ ଭାରତୀୟ ଚଳଚ୍ଚିତ୍ରରେ ଅବଦାନ ପାଇଁ ମାଧୁରୀଙ୍କୁ ଏକ ବିଶେଷ…

ଆସୁଛି କାର୍ତ୍ତିକ ପୂର୍ଣ୍ଣିମା, କାହିଁକି ଏହି ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା କୁହାଯାଏ ? ଜାଣନ୍ତୁ ଏହାର…

ଭୁବନେଶ୍ଵର: ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆମାନଙ୍କର ଏକ ବଡ଼ ପର୍ବ । ଗାଁ ରୁ ସହର ସବୁଆଡେ ସେଦିନ ଡଙ୍ଗା ଭସାଇବାର ପରମ୍ପରା ରହିଛି । ଯେକୌଣସି ନଦୀ ଓ ଜଳାଶୟରେ ଲୋକେ ଡଙ୍ଗା ଭସାଇ ଐତିହ୍ୟର କଥାକୁ ମନେ ପକାଇଥାନ୍ତି । ହିନ୍ଦୁ ରୀତିନୀତି ଏବଂ ଇତିହାସ ଅନୁଯାୟୀ, ଏହି ଦିନ ସାଧବ…

ସାକ୍ଷୀ ରହିଲା ବିଧାନସଭା, କୋଶଳୀ ଭାଷାରେ କଥା ହେଲା ଶାସକ-ବିରୋଧୀ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ମନ୍ତ୍ରୀ ପ୍ରତାପ ଦେବ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାଳରେ ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଏକ ପ୍ରଶ୍ନ ଉଠାଇଥିଲେ। ସେ…

ଆସୁଛି ଲଘୁଚାପ: ୨୬ରେ ଘୂର୍ଣ୍ଣିବଳୟ, ୨୯ରେ ଅବପାତ

ଭୁବନେଶ୍ଵର: ଆସନ୍ତା ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ବଙ୍ଗୋପସାଗରର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

ବଢିଲା ଅଭିନେତାଙ୍କ ଅଡୁଆ, ପୋଞ୍ଜି ସ୍କିମ୍ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ଇଡି ସମନ

ନୂଆଦିଲ୍ଲୀ: ବଲିଉଡ ତଥା ଟଲିଉଡ଼ ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ ବଢିବାରେ ଲାଗିଛି। ୧୦୦ କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ସମନ କରିଛି ଇଡି। ଏହାପରେ ବର୍ତ୍ତମାନ ପୋଞ୍ଜି ସ୍କିମ ପୁଣିଥରେ ଆଲୋଚନା ଘେରକୁ ଆସିଛି। ପୋଞ୍ଜି ସ୍କିମ୍ ମାମଲାରେ, ତାମିଲନାଡୁର…

ଖସୁଛି ପାରଦ, ବଢୁଛି ଶୀତ: ୯ ଡିଗ୍ରୀ ତଳକୁ ଖସିଲା ଦିଲ୍ଲୀର ତାପମାତ୍ରା

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଶୀତର ପ୍ରଭାବ । ଦେଶର ରାଜଧାନୀକୁ ଛୁଇଁଛି ଶୀତର ପହିଲି ସ୍ପର୍ଶ । ଶୀତ ଲହର ଯୋଗୁଁ ଗତକାଲି ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨…

ବିଜେଡିର ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପିର ରଣ ହୁଙ୍କାର

ନୂଆପଡ଼ା: ଶାସକ ଦଳରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାରରେ ଲିପ୍ତ ଥିବା ନେଇ ଅଭିଯୋଗ କରି ସାରା ରାଜ୍ୟରେ ବିଜେପି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ନୂଆପଡା ଜିଲ୍ଲାରେ…