ରହସ୍ୟମୟୀ ମନ୍ଦିର : ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ କରିଥିଲେ ସ୍ଥାପନା
ନୂଆଦିଲ୍ଲୀ : ଭାରତରେ ଅନେକ ମଠ ମନ୍ଦିର ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏସବୁ ମନ୍ଦିର ପଛରେ ଥିବା ରହସ୍ୟ ସମ୍ପର୍କରେ ଅନେକ ଅଜଣା । ଏପରି ଏକ ମନ୍ଦିର ରହିଛି ମେରଠରେ । ଯାହାର ନାମ ରହିଛି ନବଚଣ୍ଡି ମାତାଙ୍କ ମନ୍ଦିର । ହଜାର ହଜାର ବର୍ଷ ପୁରୁଣା…