ସମୁଦ୍ର ମଝିରେ ଶହଶହ ଫୁଟ ଉପରେ ରହିଛି ଲାଇଟ୍ ହାଉସ୍, ଦେଖିଲେ ହୋଇଯିବେ ଚକିତ
ଆଜିକାଲି ସୋସିଆଲ ମିଡିଆରେ ଏକ ଲାଇଟ୍ ହାଉସର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏହି ଲାଇଟ୍ହାଉସ୍ଟି କେବଳ ଜାହାଜ ପାଇଁ ଦିଗ ସୂଚାଇବାରେ ସହାୟକ ହୁଏ ନାହିଁ, ବରଂ ଏହା ଏକ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ । ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ…